Monday, March 30, 2026
27.4 C
Odisha

    ନୀରଜ ଚେପ୍ରାଙ୍କ ଘଣ୍ଟାର ମୂଲ୍ୟ କେତେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରା ତାଙ୍କ ଘଣ୍ଟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫାଇନାଲ ମ୍ୟାଚ ସମୟରେ ଲୋକଙ୍କ ଧ୍ୟାନ ନୀରଜଙ୍କ ବିଳାସପୂର୍ଣ୍ଣ ଘଣ୍ଟା ଉପରେ ଥିଲା। ଏହି ଘଣ୍ଟାର ମୂଲ୍ୟକୁ ନେଇ ସୋସିଆଲ ମିଡିଆରେ କଳ୍ପନାଜଳ୍ପନା କରାଯାଉଛି। ନୀରଜଙ୍କ ପ୍ରଶଂସକମାନେ ଏହାର ଘଣ୍ଟାର ମଡେଲ ସହିତ ମୂଲ୍ୟକୁ ମଧ୍ୟ ପତ୍ତା ଲଗାଇଦେଇଛନ୍ତି। ନୀରଜ ଓମେଗା ସିମାଷ୍ଟର ଆକ୍ୱା ଟେରା ପିନ୍ଧିଥିବାର ନଜର ଆସିଥିଲେ। ଜଣେ ରେଡ୍ଡିଟ ଉପଭୋକ୍ତା ପ୍ରିମିୟମ ଘଣ୍ଟାକୁ ଲକ୍ଷ୍ୟ କରିଥିଲେ। ଯାହାପରେ ଘଣ୍ଟାର ବ୍ରାଣ୍ଡ, ମଡେଲ ଏବଂ ମୂଲ୍ୟ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ତେବେ କୁହାଯାଉଛି ନୀରଜ ପିନ୍ଧିଥିବା ଘଣ୍ଟା ଓମେଗା ସିମାଷ୍ଟର ଆକ୍ୱା ଟେରା ୧୫୦ମି ମଡେଲ ଏବଂ ଏହାର ମୂଲ୍ୟ ୫୨ ଲକ୍ଷ ଟଙ୍କା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ