Sunday, June 29, 2025
25.6 C
Odisha

    ପିସିସି ସଭାପତି ହେଲେ ଭକ୍ତ ଚରଣ ଦାସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶରତ ପଟ୍ଟନାୟକଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପିସିସି ସଭାପତି ପଦବୀ । ଭକ୍ତ ଚରଣ ଦାସ ନୂତନ ପିସିସି ସଭାପତି ଭାବରେ ନିଯୁକ୍ତ ନେଇଛନ୍ତି । ଏନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କଂଗ୍ରେସ ସଭାପତିଙ୍କ ଅନୁମୋଦନ ପରେ ନିଯୁକ୍ତି ପାଇଛନ୍ତି ଭକ୍ତ ଚରଣ ଦାସ। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଆଜି (ଫେବ୍ରୁଆରି ୧୧)ରେ ଏ ସଂକ୍ରାନ୍ତରେ ଏକ ପ୍ରେସ୍ ବିବୃତି ଜାରି କରିଛନ୍ତି। ଶ୍ରୀ ଦାସ ବିହାର, ମଣିପୁର ଓ ମିଜୋରାମ ପାଇଁ ଏଆଇସିସିର ପୂର୍ବତନ ପ୍ରଭାରୀ ଥିଲେ। କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟ, ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ରହିଥିବା ଶ୍ରୀ ଦାସ ୪ ଥର ସାଂସଦ ଓ ବିଧାୟକ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    76 %
    4.9kmh
    100 %
    Sun
    25 °
    Mon
    25 °
    Tue
    30 °
    Wed
    31 °
    Thu
    31 °

    ସମ୍ବନ୍ଧିତ