Wednesday, March 4, 2026
21.8 C
Odisha

    ପୁଂଛ୍ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନୀ ସେନାର ପୂର୍ବତନ କମାଣ୍ଡୋ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶନିବାର ଜମ୍ମୁ-କାଶ୍ମୀରର ପୁଂଛରେ ଭାରତୀୟ ବାୟୂସେନା ଉପରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ସହୀଦ ହୋଇଛନ୍ତି । ଏହି ଆକ୍ରମଣରେ ୪ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ଏହି ଆତଙ୍କବାଦୀଙ୍କ ବିରୋଧରେ ତଦନ୍ତ ଚାଲିଥିବାବେଳେ ୩ ଜଣଙ୍କ ନାମ ସାମନାକୁ ଆସିଛି । ଏଥିରେ ଜଣେ ପାକିସ୍ତାନର ଜଣେ ପୂର୍ବତନ କମାଣ୍ଡୋ ରହିଛନ୍ତି । ତାଙ୍କ ନାମ ହେଉଛି ଇଲିଆସ ଏବଂ କୋଡ ନାମ ଫଉଜି । ତେବେ ଏହି ଆତଙ୍କବାଦୀ ହମଲାରେ ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଛି । ଅନେକ ସନ୍ଦିଗ୍ଧଙ୍କୁ ଧରା ହୋଇଥିବାବେଳେ ଏମାନଙ୍କର ଏହି ୩ଜଣଙ୍କ ସହ ଲିଙ୍କ୍ ରହିଥିବା କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    25 %
    1.7kmh
    0 %
    Tue
    21 °
    Wed
    35 °
    Thu
    37 °
    Fri
    37 °
    Sat
    38 °

    ସମ୍ବନ୍ଧିତ