Sunday, March 29, 2026
39.1 C
Odisha

    ପୁଣି ତାତିଲେ ଚାଷୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଢାଳିଲେ ଧାନ ବସ୍ତା

    ଆଗକୁ ପଢନ୍ତୁ

    ବାଲେଶ୍ବର: ପୁଣି ତାତିଲେ ଚାଷୀ । କୃଷକ ମାରଣ ନୀତି ଅଭିଯୋଗ ନେଇ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲା ନବନିର୍ମାଣ କୃଷକ ସଙ୍ଗଠନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଢାଳିଲେ ଧାନ ବସ୍ତା । ଜିଲ୍ଲାରେ କୃଷକ ମାରଣ ନୀତି ଓ ମିଲରମାନେ ଧାନ କୁଇଣ୍ଟାଲ୍ ପ୍ରତି ୮ ରୁ ୧୨ କେଜି କାଟିବା ପ୍ରତିବାଦରେ ବିକ୍ଷୋଭ କରାଯାଇଛି ।

    ଏବେ ବି ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳିନି ଟୋକନ । ଗତବର୍ଷ ଠାରୁ ଏଥର କମ ପରିମାଣର ଧାନ ବିକ୍ରି ପାଇଁ ସରକାର ଦେଇଛନ୍ତି ଅନୁମତି । ସେପଟେ ମିଲର୍ସ ବି ଖୋଲାଖୋଲି କଟନି ଛଟନି ନକରି ଧାନ ଉଠାଇବା ନାହିଁ ବୋଲି ଧମକ ଦେଉଛି । ଚାରିଆଡୁ ହତାଶ ହୋଇ ଶେଷରେ ଏଭଳି ପନ୍ଥା ଆପଣାଇଛନ୍ତି ଚାଷୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ