Tuesday, September 8, 2026
29.4 C
Odisha

    କ୍ୟାବିନ ତଳୁ ୨ଟି ଅହିରାଜ ଉଦ୍ଧାର

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: କ୍ୟାବିନ ତଳୁ ୨ଟି ଅହିରାଜ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଦିଗଜପହଣ୍ଡି-ଘୋଡ଼ାହାଡ଼ ରାସ୍ତାର ପେଣ୍ଡୁରାବଡିରେ ଏକ କ୍ୟାବିନ ତଳୁ ଦୁଇଟି ଅହିରାଜ ଉଦ୍ଧାର କରିଛନ୍ତି ସ୍ନେକ ହେଲପ୍ ଲାଇନ ସଦସ୍ୟ । ଗୋଟିଏ ଅହିରାଜ ୧୩ ଫୁଟ୍ ହୋଇଥିବାବେଳେ ଅନ୍ୟଟି ୧୦ ଫୁଟର । ସାପକୁ ଉଦ୍ଧାର ପରେ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ଛଡାଯାଇଛି ।

    ସୂଚନାଯୋଗ୍ୟ, ଗତ ୫ ମାସ ତଳେ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ବାଉଁଶପାଳ ଗାଁରୁ ଏକ ୧୨ ଫୁଟ ଲମ୍ବର ଅହିରାଜକୁ ଉଦ୍ଧାର କରାଯାଇଥିଲା । ଗାଁର ସୁରେନ୍ଦ୍ର ସାମଲଙ୍କ ଘର ନିକଟରେ ସାପଟିକୁ ଦେଖି ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗ କର୍ମଚାରୀ ଓ ସାପ ଧରାଳି ପହଞ୍ଚି ଅହିରାଜକୁ ଉଦ୍ଧାର କରି କୁଲଡିହା ଅଭୟାରଣ୍ୟରେ ଛାଡି ଦେଇଥିଲେ । ସାପକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.4 ° C
    29.4 °
    29.4 °
    70 %
    3kmh
    36 %
    Tue
    31 °
    Wed
    31 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ