Sunday, November 9, 2025
25.5 C
Odisha

    ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଲେ ଦୁଇ ଆଇଆଇଟି ଛାତ୍ରୀ

    ଆଗକୁ ପଢନ୍ତୁ

    ଝାରସୁଗୁଡା : ଝାରସୁଗୁଡାରେ ଆୟୋଜିତ ଯୁବ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ସ୍ୱାଗତ କରିଥିଲେ । ଏହାପରେ ବିଭିନ୍ନ ବର୍ଗରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ପଶାପାଲି ଓ ତାରକସିର ନିର୍ମିତ ସ୍ମୃତି ଚିହ୍ନ ଭେଟି ଦେଇଛନ୍ତି । ଆଇଆଇଟି ଛାତ୍ରୀ ବର୍ଷା ମୁଣ୍ଡା ଓ କମଳା କୁଜୁର ମୋଦୀ ଏହି ଉପହାର ଦେଇଥିଲେ । ଏହି ଅବସରେ ମୋଦୀ ସେମାନଙ୍କ ସହ କଥା ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.5 ° C
    25.5 °
    25.5 °
    36 %
    3.1kmh
    3 %
    Sun
    25 °
    Mon
    25 °
    Tue
    25 °
    Wed
    25 °
    Thu
    25 °

    ସମ୍ବନ୍ଧିତ