Friday, October 17, 2025
20.8 C
Odisha

    ପ୍ରେମ ପାଇଁ ଆତ୍ମହତ୍ୟା; ହୋଟେଲ ଛାତ ଉପରୁ ଡେଇଁ ପଡିଲେ ଯୁବକ !

    ଆଗକୁ ପଢନ୍ତୁ

    ଏକ ତରଫା ପ୍ରେମର କରୁଣ ପରିଣତି । ମହିଳାଙ୍କ ପାଇଁ ଜୀବନ ହାରିଲେ ଯୁବକ । ମହିଳାଙ୍କ ସହ ପାଟିତୁଣ୍ଡ ପରେ ହୋଟେଲ ଛାତରୁ ଡେଇଁ ଯୁବକ ଆତ୍ମହତ୍ୟା କରିଥିବା ସୂଚନା । ସୂଚନା ଅନୁସାରେ, ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଥିବା ଏକ ଓୟୋ ରୁମ ପଛପଟୁ ଜଣେ ଯୁବକଙ୍କୁ ମୃତଦେହ ମିଳିଥିଲା । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇବା ପରେ ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଏହାସହିତ ସିସିଟିଭି ଫୁଟେଜ ଆଧାରରେ ମଧ୍ୟ ତଦନ୍ତ ଜାରି ରଖିଛି । ତେବେ ଏକତରଫା ପ୍ରେମରେ ବିଫଳ ହେବା ପରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଦୀପକ ନାୟକ, ତାଙ୍କ ଘର ନୟାଗଡ଼ ରଣପୁରର ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.8 ° C
    20.8 °
    20.8 °
    88 %
    0.9kmh
    0 %
    Fri
    28 °
    Sat
    29 °
    Sun
    28 °
    Mon
    28 °
    Tue
    30 °

    ସମ୍ବନ୍ଧିତ