Sunday, November 22, 2026
27.1 C
Odisha

    ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

    ଆଗକୁ ପଢନ୍ତୁ

    ରାଜନଗର : ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ବାତ୍ୟା ଅକଭାନ୍ ପାଇଁ ୧୯ରୁ ୨୧ ତାରିଖ ଯାଏ ଭିତରକନିକା ବନ୍ଦ ରହିଥିଲା । ନାଇଟ୍ ଷ୍ଟେ ପାଇଁ ସମସ୍ତ ଅନଲାଇନ୍ ବୁକିଂ କ୍ୟାନ୍ସଲ୍ କରାଯାଇଥିଲା । ଯାତ୍ରୀଙ୍କ ସୁରକ୍ଷା ପାଇଁ ଭିତରକନିକାରେ ନୌଯାତ୍ରା ଓ ପରିଭ୍ରମଣ ବନ୍ଦ କରିଥିଲା ପ୍ରଶାସନ । ବାତ୍ୟା ବିପଦ ଟଳିବା ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଖୋଲାଯାଇଛି । ରାତ୍ରିଯାପନ ପାଇଁ ଅନଲାଇନରେ ବୁକିଂ ମଧ୍ୟ କରିପାରିବେ ପର୍ଯ୍ୟଟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.1 ° C
    27.1 °
    27.1 °
    73 %
    0.8kmh
    17 %
    Sun
    28 °
    Mon
    28 °
    Tue
    28 °
    Wed
    28 °
    Thu
    27 °

    ସମ୍ବନ୍ଧିତ