Saturday, November 22, 2025
23.3 C
Odisha

    ବାରମ୍ବାର କାମରେ ଅସଫଳ ହେଉଛନ୍ତି କି ? କେମିତି ହେବେ ସଫଳ ବାସ୍ତୁରେ ରହିଛି ଏହାର ଉପାୟ !

    ଆଗକୁ ପଢନ୍ତୁ

    ସବୁବେଳେ ଅନେକ ଲୋକ ଇଶ୍ବରଙ୍କ ପୂଜା କରିବାରେ ବହୁତ ସମୟ ଲଗାଇଥାନ୍ତି । ଆପଣ ସକାଳ ଏବଂ ସଂଞ୍ଜ ସମୟରେ ଇଶ୍ବରଙ୍କୁ ପୂଜା କରୁଥାନ୍ତି । କିନ୍ତୁ ଆପଣଙ୍କ ଜୀବନରେ ଦୁଃଖ ପିଛା ଛାଡି ନଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘରେ ବାସ୍ତୁ ସଂମ୍ବନ୍ଧୀୟ କୌଣସି ଗଡବଡ୍ ହୋଇଥାଏ ତାହାଲେ ଇଶ୍ବରଙ୍କ ପୂଜା କରିବା ପରେ ବି ଫଳ ମିଳି ନଥାଏ ।

    ଆସନ୍ତୁ ଜାଣିବା କିଛି କାରଣ :

    • ଯେଉଁ ଘରେ ତୁଳସୀ ଚୌରାର ଗଛ ଲଗା ହୋଇ ନଥାଏ ସେଇଠାରେ ଇଶ୍ବରଙ୍କ କୃପା ମିଳିନଥାଏ । ଏଥିପାଇଁ ଘରେ ତୁଳସୀ ଚୌରାର ଗଛ ଲଗାନ୍ତୁ । ପ୍ରତ୍ୟେକ ଦିନ ତୁଳସୀ ଗଛରେ ଜଳ ଚଢାନ୍ତୁ ଓ ଦୀପ ଜଳାନ୍ତୁ ।

    • ଯେଉଁ ଘରେ ପରିସ୍କାର କରାଯାଏ ନାହିଁ ସେହି ଠାରେ ନକରାତ୍ମକ ଉର୍ଜା ପ୍ରବେଶ କରିଥାଏ । ଏହି କାରଣରୁ ଇଶ୍ବରଙ୍କ କୃପା ଘରେ ପଡିନଥାଏ ।

    • ଯେଉଁ ଘରେ ଭଙ୍ଗାରୁଜା ବେକାର ଜିନିଷ ପଡି ରହିଥାଏ ସେହି ଘରେ ଶାନ୍ତି ନଥାଏ । ଘରେ ଏସବୁ ହେବା ଅଶୁଭ ହୋଇଥାଏ ।

    • ଘରେ ଆଲମାରୀର କବାଟ ସବୁବେଳେ ଉତ୍ତର କିମ୍ବା ପୂର୍ବ ଦିଗକୁ ରହିବା ଉଚିତ୍ । ଯେଉଁ ଘରେ ଓଲଟା ଦିଶରେ ରଖା ଯାଇଥାଏ ସେହି ଘରେ ମା’ ଲକ୍ଷ୍ମୀଙ୍କର କୃପା ପଡିନଥାଏ ।

    • ସଂଞ୍ଜ ସମୟରେ ଘରର ସମସ୍ତ କୋଣରେ ଆଲୋକ ରହିବା ଜରୁରୀ ହୋଇଥାଏ । ତାହେଲେ ପୂଜାର ସମସ୍ତ ଫାଇଦା ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    70 %
    0.8kmh
    0 %
    Sat
    28 °
    Sun
    28 °
    Mon
    28 °
    Tue
    27 °
    Wed
    26 °

    ସମ୍ବନ୍ଧିତ