Friday, March 13, 2026
24.5 C
Odisha

    ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ୨୦୨୬ ଆୟୋଜିତ, ରଙ୍ଗ ବେରଙ୍ଗ ଫୁଲର ବାସ୍ନାରେ ମହକୁଛି ଏକାମ୍ର ପାର୍କ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭଳିକି ଭଳି ରଙ୍ଗ ବେରଙ୍ଗ ଫୁଲର ବାସ୍ନାରେ ମହକୁଛି ରାଜଧାନୀର ଏକାମ୍ର ପାର୍କ । ଭୁବନେଶ୍ବର ଏକାମ୍ର ପାର୍କରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ୨୦୨୬ ଆୟୋଜିତ ହୋଇଛି । ଚଳିତବର୍ଷ ପୁଷ୍ପ ପ୍ରଦର୍ଶନୀର ଥିମ ରହିଛି ପ୍ରକୃତି ପରମ୍ପରା ଓ ପୁଷ୍ପର ପର୍ବ । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଅନୁଷ୍ଠାନ ଓ ସଙ୍ଗଠନ ଏହି ପୁଷ୍ପ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି । ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ପ୍ରକାରର ଫୁଲ ପ୍ରଦର୍ଶନୀରେ ସ୍ଥାନ ପାଇଛି । ପ୍ରଦର୍ଶନୀ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମୁଛି । ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ପକ୍ଷରୁ ଆୟୋଜିତ ଏକାମ୍ର କାନନ ଉଦ୍ୟାନରେ ଏହି ପୁଷ୍ପ ପ୍ରଦର୍ଶନୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ