Monday, March 30, 2026
27.4 C
Odisha

    ବିମାନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ

    ଆଗକୁ ପଢନ୍ତୁ

    ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଏଥିରେ ଜଣେ ୪୫ ବର୍ଷୀୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ବିମାନଟି ଜୟପୁରରୁ ଚେନ୍ନାଇ ଯାଉଥିଲା। ମହିଳା ଜଣକ ଏ ସମ୍ପର୍କରେ ବିମାନର କ୍ରିଉଙ୍କୁ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବିମାନଟି ଚେନ୍ନାଇରେ ଅବତରଣ କରିବା ପରେ ସ୍ଥାନୀୟ ପୋଲିସ ଅଭିଯୁକ୍ତ ରାକେଶ ଶର୍ମାଙ୍କୁ ଗିରଫ କରିଥିଲା। ମହିଳା ଯାତ୍ରୀଜଣକ ଓ୍ବିଣ୍ଡୋ ପାଖ ସିଟ୍‌ରେ ବସିଥିବା ବେଳେ ଅଭିଯୁକ୍ତ ଜଣକ ପଛ ସିଟ୍‌ରେ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ