Saturday, March 14, 2026
22 C
Odisha

    ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, ୫ ବଖରା ଘର ପୋଡ଼ି ପାଉଁଶ

    ଆଗକୁ ପଢନ୍ତୁ

    ଭଦ୍ରକ : ଭୟାବହ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।  ଭଦ୍ରକ ଧୂଷୁରୀ ଥାନା ପଛାଲୋ ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି ।  ଆଜି ଭୋରରୁ ଚିନ୍ତାମଣିଙ୍କ ଗୁହାଳରେ ନିଆଁଲାଗି ଘରକୁ ବ୍ୟାପିଯାଇଥିଲା ।  ଅଗ୍ନିକାଣ୍ଡରେ କେବଳ ପିନ୍ଧା ଲୁଗାକୁ ଛାଡିଦେଲେ ଘରର ସବୁ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି ।

    ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାରଲୋକ ।  ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।  ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି  ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    43 %
    1.5kmh
    0 %
    Sat
    38 °
    Sun
    38 °
    Mon
    39 °
    Tue
    38 °
    Wed
    36 °

    ସମ୍ବନ୍ଧିତ