Sunday, March 22, 2026
21.2 C
Odisha

    ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

    ଆଗକୁ ପଢନ୍ତୁ

    ବାରଙ୍ଗ : ଭିଜିଲାନ୍ସ ଜାଲରେ ବାରଙ୍ଗ ଅତିରିକ୍ତ ତହସିଲଦାର ।  ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା,  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ଭୁବନେଶ୍ବର, ଖୋର୍ଦ୍ଧା, ବାରଙ୍ଗ ସମେତ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି। ୪ DSP, ୭ ଇନ୍ସପେକ୍ଟର, ଜଣେ ସବ ଇନ୍ସପେକ୍ଟର, ଓ ୮ ଜଣ ଆସି ଢ଼ାଉରେ ସାମିଲ। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚଢ଼ାଉ ଚାଲିଛି ।  ଭୁବନେଶ୍ବର ବଡ଼ଗଡ଼ରେ ରହିଛି ୩ ମହଲା ଘର। ବଡ଼ଗଡ଼ ବ୍ରିଟକଲୋନୀରେ ରହିଛି ଆଉ ଏକ ୩ ମହଲା ଘର ।  ଖୋର୍ଦ୍ଧା ସାନପଲ୍ଲାରେ ରହିଛି ଦୁଇ ମହଲା ଘର ।  ବାରଙ୍ଗ ତହସିଲ ଅଫିସରେ ବି ଚାଲିଛି ଚଢ଼ାଉ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ