Friday, October 9, 2026
30.5 C
Odisha

    ଭୁବନେଶ୍ୱରରେ ମାଟି ତଳେ ଚାଲିବ ମେଟ୍ରୋ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନେଇ ବଡ଼ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜଧାନୀରେ ଅଣ୍ଡରଗ୍ରାଉଣ୍ଡ ହେବ ମେଟ୍ରୋ। ମାଟି ତଳେ ଚାଲିବ ମେଟ୍ରୋ।  ଭୁବନେଶ୍ୱରରେ ଯେଉଁଭଳି ଦିନକୁ ଦିନ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଉଛି, ସେହି ଭିଡ଼ କମାଇବାକୁ ରାଜ୍ୟ ସରକାର ବଡ଼ ପ୍ଲାନ୍ କରିଛନ୍ତି। ସେଥିପାଇଁ ଅଣ୍ଡରଗ୍ରାଉଣ୍ଡ ହେବ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ। ୨୦୨୫ ସୁଦ୍ଧା ପଟିଆ-ସିଆରପି ନୂଆ ରୋଡରୁ ଅବରୋଧ ହଟି କାମ ସରିବ। ଏନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଲେ ବଡ଼ ସୂଚନା। ୨୦୨୭ ସୁଦ୍ଧା ଭୁବନେଶ୍ୱର ରିଂ ରୋଡ଼ କାମ ବି ଶେଷ ହେବ। ଆଚାର୍ଯ୍ୟ ବିହାରରୁ ପଟିଆକୁ ନୂଆ କନେକ୍ଟିଭିଟି ରୋଡ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    50 %
    3.4kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ