Wednesday, October 14, 2026
26.2 C
Odisha

    ଭୟାବହ ଦୁର୍ଘଟଣାର ଶିକାର ହେବାପରେ ବିଜୟୀ ହେଲେ ଅଜିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ତାମିଲ ସୁପରଷ୍ଟାର ଅଜିତ କୁମାର କିଛିଦିନ ତଳେ ଭୟାବହ ଦୁର୍ଘଟଣାର ଶିକାର ହୋଇ ମଧ୍ୟ ଦୁବାଇ ୨୪ଘଣ୍ଟା ରେସିଂ ଇଭେଣ୍ଟ-୨୦୨୫ରେ କାର ରେସିଂ୯୯୧ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିଥିବା ପରିଚାଳକ ସୁରେଶ ଚନ୍ଦ୍ର ସୂଚନା ଦେଇଛନ୍ତି ।

    ଏହି ବିଜୟ ସହିତ ଅଜିତଙ୍କୁ ଜିଟି୪ ବର୍ଗରେ “ସ୍ପିରିଟ୍ ଅଫ୍ ଦ ରେସ୍”ର ମାନ୍ୟତା ମଧ୍ୟ ମିଳିଛି । ଏହି ସଫଳତା ପରେ ଅଜିତ କୁମାରଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ସାଉଥ ସୁପରଷ୍ଟାର ରଜନୀକାନ୍ତ, କମଲ ହାସନ, ସାମନ୍ଥା ରୁଥ ପ୍ରଭୁ, ଆର ମାଧବନ, ନାଗା ଚୈତନ୍ୟଙ୍କ ଭଳି ଅନେକ ବଡ଼ ଫିଲ୍ମ ବ୍ୟକ୍ତିତ୍ୱ ଅଜିତ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଜିତ ରେସିଂ ୯୯୧ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିବା ପରେ ତାଙ୍କ ଫ୍ୟାନ୍ସମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ କହିଛନ୍ତି, ‘ଦ୍ବିତୀୟ ବ୍ୟକ୍ତି କ’ଣ କରୁଛି ତାହାର ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ଜୀବନ ଉପରେ ଧ୍ୟାନ ଦିଅନ୍ତୁ। ମୋତେ ‌ସେତେବେଳେ ଜାଣି ଖୁସି ଲାଗିବ ଯେତେବେଳେ ଜାଣିବି ମୋର ଫ୍ୟାନ୍ସମାନେ ତାଙ୍କ ଜୀବନରେ କିଛି ଭଲ କାମ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ