ଖବରରାଜ୍ୟ ମକର ସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତିନୀତିରେ ବିଭ୍ରାଟ, ସେବାୟତଙ୍କ ବିବାଦ ଯୋଗୁଁ ହୋଇପାରୁନି ନବାନ୍ନ ଲାଗି By Hemant January 14, 2026 24 0 ଆଗକୁ ପଢନ୍ତୁ ଆଜିଠାରୁ ଆରମ୍ଭ ହେଉଛି କଇଁଛ ଋତୁ, ଗହୀରମାଥାରେ ଅଲିଭି ରିଡେଲଙ୍କ ମେଳି ଡାଏଟରେ ସାମିଲ କରନ୍ତୁ ଏହି ପରିବା, ଅନେକ ରୋଗରୁ ମୁକ୍ତି ଦିଲ୍ଲୀରେ ଶୀତକାଳୀନ ପ୍ରଦୂଷଣ ମୁକାବିଲା ପାଇଁ କଡ଼ା କଟକଣା ଜାପାନରେ ଭୂକମ୍ପ ଝଟକା, ତୀବ୍ରତା ୬.୦ Hemant ଭୁବନେଶ୍ୱର : ପୁଣି ଉପାସରେ ପ୍ରଭୁ ଲିଙ୍ଗରାଜ । ସମସ୍ତ ନୀତିକାନ୍ତି ବନ୍ଦ । ଆଜି ମକର ସଂକ୍ରାନ୍ତିରେ ବନ୍ଦ ରହିଛି ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି । ଆଜି ମହାଦେବଙ୍କ ପାଖରେ ନବାନ୍ନ ଲାଗି ହୋଇଥାନ୍ତା । ହେଲେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଉପବାସରେ ଅଛନ୍ତି ଲିଙ୍ଗରାଜ । ଉଭୟ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି । ବିଗତ କିଛି ବର୍ଷ ହେବ ବିବାଦ ଚାଲିଥିଲା । ଏହାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ବଡ଼ୁ ନିଯୋଗ । ଦେବୋତ୍ତର ବିଭାଗକୁ ଏହି ବିବାଦର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ଏଯାଏଁ ଏହାର ସମାଧାନ ହୋଇପାରିଲା ନାହିଁ । ଏଣୁ ଆଜି ସନ୍ଧ୍ୟା ଧୂପ ପରଠାରୁ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତି ବନ୍ଦ ରହିଛି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ନୀତି ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ସେବାୟତ । ବାରମ୍ବାର ପ୍ରଭୁ ଲିଙ୍ଗରାଜ ଉପବାସରେ ରହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ । Continue Reading ଖବରରାଜ୍ୟ TagsLingaraj templestate Share FacebookTwitterPinterestWhatsApp Previous articleମକର ସଂକ୍ରାନ୍ତିରେ ଅଘଟଣ: ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ବଡ଼ ମହାସ୍ନାନ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦNext articleଦୁଇ ଦିନ ଶୀତ ଲହରୀ: ଆଜି ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ଅନ୍ୟାନ୍ୟ ଖବର ଆଜିଠାରୁ ଆରମ୍ଭ ହେଉଛି କଇଁଛ ଋତୁ, ଗହୀରମାଥାରେ ଅଲିଭି ରିଡେଲଙ୍କ ମେଳି ଦିଲ୍ଲୀରେ ଶୀତକାଳୀନ ପ୍ରଦୂଷଣ ମୁକାବିଲା ପାଇଁ କଡ଼ା କଟକଣା ଜାପାନରେ ଭୂକମ୍ପ ଝଟକା, ତୀବ୍ରତା ୬.୦ ପୁଣି ଭୀଷଣ ବାତ୍ୟା: ୩ ତାରିଖ ସକାଳେ ଆନ୍ଧ୍ର ଉପକୂଳରେ ମାଡ଼ ଗୁପଚୁପ୍ ଖାଇବାର ରହିଛି ଲୁକ୍କାୟିତ ଫାଇଦା, ଓଜନ କମ୍ କରିବାରେ କରିଥାଏ ସାହାଯ୍ୟ ପାଣିପାଗ Odisha light rain enter location 28.1 ° C 28.1 ° 28.1 ° 73 % 1.6kmh 67 % Sun 27 ° Mon 26 ° Tue 28 ° Wed 26 ° Thu 27 ° ସମ୍ବନ୍ଧିତ ଆଜିଠାରୁ ଆରମ୍ଭ ହେଉଛି କଇଁଛ ଋତୁ, ଗହୀରମାଥାରେ ଅଲିଭି ରିଡେଲଙ୍କ ମେଳି ପୁଣି ଭୀଷଣ ବାତ୍ୟା: ୩ ତାରିଖ ସକାଳେ ଆନ୍ଧ୍ର ଉପକୂଳରେ ମାଡ଼ ବଜାରରୁ ଆଉ କିଣିବେନି ସିନ୍ଦୂର! ଘରେ ହିଁ ହଳଦୀରୁ ତିଆରି ହେବ ନାଲି ସିନ୍ଦୂର? ଅବପାତରେ ପରିଣତ ହେଲା ଲଘୁଚାପ, ପୁଣି ଆନ୍ଧ୍ର ଅଭିମୁଖେ ଆଉ ଏକ ବାତ୍ୟା ‘ମୁରାସୁ’ !