Thursday, March 12, 2026
23.5 C
Odisha

    ମନ କି ବାତରେ ଆଜି ଓଡ଼ିଆ କ୍ରୀଡ଼ାବିତ୍ ରଶ୍ମିତା ସାହୁଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦି, ଜଣାଇଲେ ଶୁଭେଚ୍ଛା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତର ୧୨୫ତମ ସଂସ୍କରଣ । ମନ କି ବାତରେ ଆଜି ଓଡ଼ିଆ କ୍ରୀଡ଼ାବିତ୍ ରଶ୍ମିତା ସାହୁଙ୍କ ସହ କଥା ହୋଇଛନ୍ତି ନରେନ୍ଦ୍ର ମୋଦି । ନିକଟରେ ଶ୍ରୀନଗରରେ ଅନୁଷ୍ଠିତ ପ୍ରଥମ ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ ଫେଷ୍ଟିଭାଲରେ ସ୍ବର୍ଣ୍ଣପଦକ ଜିତିଥିଲେ ରଶ୍ମିତା । ରଶ୍ମିତାଙ୍କ ସଂଘର୍ଷ ଓ ସଫଳତା ବିଷୟରେ ପଚାରି ବୁଝିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇବା ସହ ମଙ୍ଗଳ କାମନା କଲେ ମୋଦି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    22 %
    1.3kmh
    0 %
    Wed
    24 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ