Sunday, February 1, 2026
24.7 C
Odisha

    ମାମୁଁ ଘରେ ନାତୁଣୀର ଜଘନ୍ୟ କାଣ୍ଡ, ଆଈ ଓ ଦୁଇ ମାଉସୀଙ୍କୁ ଚାହାରେ ନିଶା ଦେଇ ଲୁଟିନେଲା ସୁନା ଅଳଙ୍କାର

    ଆଗକୁ ପଢନ୍ତୁ

    କଟକ: ମାମୁଁ ଘରେ ନାତୁଣୀର ଜଘନ୍ୟ କାଣ୍ଡ। ଆଈ ଓ ଦୁଇ ମାଉସୀଙ୍କୁ ଚାହାରେ ନିଶା ଦେଇ ସୁନା ଅଳଙ୍କାର ଲୁଟିଲା ନାତୁଣି । କଟକ ବାଦାମବାଡ଼ି ଥାନା ଅଞ୍ଚଳର ଘଟଣା । ପୁରୁଷ ବନ୍ଧୁ ସହ ମିଶି ଆଈ ଘରୁ ଲୁଟ୍ ଯୋଜନା କରିଥିଲା ନାତୁଣୀ।

    କେନ୍ଦ୍ରାପଡା ଜିଲ୍ଲା ରାଜକନିକା ମାଟିଆ ଅଞ୍ଚଳର ଝରଣା ମହାନ୍ତି ନିଜ ଆଇ ଓ ମାଉସୀଙ୍କୁ ଚାହାରେ ନିଶା ଦେଇ ଲୁଟ୍ ଉଦ୍ୟମ କରିଛନ୍ତି । ସୁନା ଅଳଙ୍କାର ଲୁଟ୍ କରିଥିବା ବେଳେ ନାତୁଣୀକୁ ବାଦାମବାଡ଼ି ପୋଲିସ ଗିରଫ କରିଛି । ଘଟଣାସ୍ଥଳରୁ ପୁରୁଷ ବନ୍ଧୁ ଫେରାର ମାରିଛି । କଟକ SCB ରେ ଆଈ, ମାଉସୀକୁ ଭର୍ତ୍ତି କରାଯାଇଛି। ଗିରଫ ପରେ ନାତୁଣୀଠାରୁ ଲୁଟ୍ ହୋଥିବା ଅଳଙ୍କାର, ନିଶା ପଦାର୍ଥ ଓ ଛୁରୀ ଜବତ କରିଛି କମିଶନରେଟ ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    31 %
    1.9kmh
    93 %
    Sun
    23 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ