Friday, April 3, 2026
39 C
Odisha

    ମୃତ୍ୟୁର ୫ବର୍ଷ ପରେ ପୋଷ୍ଟ ସେୟାର କରି ସୁଶାନ୍ତଙ୍କୁ ମନେ ପକାଇଛନ୍ତି ଅଙ୍କିତା

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୫ ବର୍ଷ ବିତିଯାଇଥିବା ସତ୍ତ୍ବେ ତାଙ୍କ ପ୍ରଶଂସକମାନେ ଅଭିନେତାଙ୍କ ମୃତ୍ୟୁକୁ ଆଜି ପର୍ଯ୍ୟନ୍ତ ବିଶ୍ବାସ କରି ପାରୁ ନାହାନ୍ତି।ସୁଶାନ୍ତଙ୍କୁ ମନେ ପକାଇ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଅଭିନେତାଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଦେଖିଲେ ସେଇ ପୁରୁଣା ସ୍ମୃତି ଜୀବନ୍ତ ହୋଇ ଉଠୁଛି। ସୁଶାନ୍ତ ଯେ ଆମ ସମସ୍ତଙ୍କୁ ପରକରି ୫ବର୍ଷ ହେଲାଣି ଏଦୁନିଆ ଛାଡ଼ି ଚାଲି ଯାଇଛନ୍ତି ତାହା ବିଶ୍ବାସ କରିହେଉନାହିଁଫଟୋର ପୃଷ୍ଠଭୂମିରେ, ଅଙ୍କିତା ଲୋଖଣ୍ଡେ ସୁଶାନ୍ତ ସିଂହ ରାଜପୁତଙ୍କ ଗୀତ ‘କଭି ଖୈରିୟତ ପୁଚ୍ଛୋ…ଶୁଣିବାକୁ ମିଳୁଛି। ଅଙ୍କିତାଙ୍କ ଏଭଳି ପୋଷ୍ଟ ପରେ ଉଭୟ ଅଭିନେତା ଓ ଅଭିନେତ୍ରୀଙ୍କ ପ୍ରଶଂସକମାନେ ଭାବପ୍ରବଣ ହୋଇଯାଇଛନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ