Friday, March 13, 2026
24.5 C
Odisha

    ରକ୍ତଚାପ କୁ ସନ୍ତୁଳିତ ରଖିବା ସହିତ ହାଡ଼କୁ ମଜବୁତ କରେ ଫ୍ଲାକ୍ସ ସିଡ଼ସ୍

    ଆଗକୁ ପଢନ୍ତୁ

    ଅଳସି ବା ଫ୍ଲାକ୍ସ ସିଡ଼ ଗୋଟିଏ ଏଭଳି ଖାଦ୍ୟ ଯାହାକି ଆମେ ସମସ୍ତେ ନିୟମିତ ଖାଇବା ଜରୁରୀ। ଫ୍ଲାକ୍ସ ସିଡ଼ସ୍ ପୋଷାକ ତତ୍ତ୍ୱରେ ଭରପୁର ଅଟେ, ଏବଂ ଏହାର ହେଲ୍ଥ ବେନିଫିଟସ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।

    ଫ୍ଲାକ୍ସ ସିଡ଼ସ୍ ରେ ଥିବା ପୋଷାକ ତତ୍ୱ ଗୁଡିକ ହେଲା –
    – ପ୍ରୋଟିନ
    – ଫାଇବର
    – ଓ଼ମେଗl 3 ଫ୍ୟାଟି ଏସିଡ
    – ମିନେରାଲସ
    – ଭିଟାମିନ

    * ଫ୍ଲାକ୍ସ ସିଡ଼ ର ଉପକାରିତା :-

    – ନିୟମିତ ସକାଳୁ ଫ୍ଲାକ୍ସ ସିଡ଼ସ୍ ଦୁଇ ଚାମଚ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ଏବଂ ହାର୍ଟ ସୁସ୍ଥ ରହିଥାଏ।

    – ଫ୍ଲାକ୍ସ ସିଡ଼ସ୍ ରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଆପଣ ଙ୍କ ତ୍ୱଚା ଓ କେଶରେ ଚମକ ଆଣିଥାଏ ଏବଂ କେଶ କୁ ସୁନ୍ଦର କରିଥାଏ।

    – ଫ୍ଲାକ୍ସ ସିଡ଼ସ୍ ରେ ୨ପ୍ରକାରର ଫାଇବର ରହିଥାଏ , ଧୂଲନଶିଳ ଓ ଅଧୁନଶିଳ , ଯାହାକି ଆପଣଙ୍କ ଗଟ ହେଲ୍ଥ କୁ ସୁରକ୍ଷିତ ରଖିଥାଏ। କୋଷ୍ଠ କାଠିନ୍ୟ ସମସ୍ୟା କୁ ଦୂର କରିଥାଏ।

    – ଫ୍ଲାକ୍ସ ସିଡ଼ସ୍ ରେ ଫାଇବର ରହି ଥିବାରୁ ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ ଏବଂ ଓଜନ ନିୟନ୍ତ୍ରିତ ରହିଥାଏ।

    – ଫ୍ଲାକ୍ସ ସିଡ଼ସ୍ ମେଟାବୋଲିଯିମକୁ ବୁଷ୍ଟ କରିଥାଏ , ଯେଉଁ କାରଣରୁ ଓଜନ ନିୟନ୍ତ୍ରିତ ରହିଥାଏ।

    – ଅଳସି ଟାଇପ 2 ମଧୁମେହକୁ ନିୟନ୍ତ୍ରିତ କରିଥାଏ ଏବଂ ବ୍ଲଡ଼ ସୁଗାର ସନ୍ତୁଳିତ ରହିଥାଏ।

    – ଫ୍ଲାକ୍ସ ସିଡ଼ସ୍ ନିୟମିତ ସେବନ ଦ୍ୱାରା ହାଡ଼ ମଜବୁତ ରହିଥାଏ , ଏଥିରେ ଥିବା ଓ଼ମେଗା 3 ଫ୍ୟାଟି ଏସିଡ ହାଡ଼ର ଜଏଣ୍ଟ ଗୁଡିକୁ ସୁରକ୍ଷିତ ରଖେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ