Friday, November 21, 2025
28.1 C
Odisha

    ରାଜଧାନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ କରାଯାଉଛି । ଭୁବନେଶ୍ୱର ସହିଦନଗର ଥାନା ଅଞ୍ଚଳ ଆନନ୍ଦ ବଜାର ଛକ ସରକାରୀ କ୍ୱାର୍ଟର୍ସ ପାଖ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହ ଦେଖି ରାସ୍ତାରେ ଦେଖଣାହାରିଙ୍କ ଭିଡ଼ ଜମିଥିଲା । ଝୁଲନ୍ତା ମୃତଦେହ ଦେଖି ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି ।

    ମୃତ ଦେହର ଗୋଡ଼ ତଳେ ଲାଗିଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଛି ।ମୃତକର ପରିଚୟ ମିଳିନଥିବା ବେଳେ କେହି ହତ୍ୟା କରି ଜୀବନ ହାରିବା ରୁପ ଦେବାକୁ ଉଦ୍ୟମ କରିଛନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.1 ° C
    28.1 °
    28.1 °
    51 %
    1.6kmh
    0 %
    Fri
    28 °
    Sat
    28 °
    Sun
    28 °
    Mon
    28 °
    Tue
    27 °

    ସମ୍ବନ୍ଧିତ