Wednesday, October 14, 2026
26.2 C
Odisha

    ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ପୂର୍ବତନ ସିଆର୍‌ପିଏଫ୍‌ ଯବାନ

    ଆଗକୁ ପଢନ୍ତୁ

    ବଲାଙ୍ଗୀର : ଗତ ୨୦୦୮ ମସିହାରେ ଭୁବନେଶ୍ୱରଠାରେ କାର୍ଯ୍ୟରତ ଥିବା ସିଆର୍‌ପିଏଫ୍‌ ଯବାନ ଚାକିରି ଆଳରେ ଠକେଇ ଅଭିଯୋଗରେ ଗିରଫ ହେଲେ। ହାତରୁ ସରକାରୀ ଚାକିରି ଗଲା। ଅଦାଲତରୁ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ଏବେ ଚାକିରିରେ ପୁନଃ ନିଯୁକ୍ତି ହେଉନାହିଁ।
    ଶେଷରେ ପୂର୍ବ ସିଆର୍‌ପିଏଫ୍‌ ଯବାନ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ବଲାଙ୍ଗୀର ସହରରେ ଘଟିଛି।

    ସ୍ଥାନୀୟ ତାଲପାଲିପଡ଼ାର ପୂର୍ବତନ ସିଆର୍‌ପିଏଫ୍‌ ଯବାନ ସୁଧୀର ଦାସ ସପରିବାର ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବା ପାଇଁ ରାଷ୍ଟ୍ରପତିଙ୍କଠାରେ ଆବେଦନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ