Friday, April 3, 2026
39.1 C
Odisha

    ରୁଷିଆରେ ୭.୪ ତୀବ୍ରତାର ଭୂମିକମ୍ପ

    ଆଗକୁ ପଢନ୍ତୁ

    ରୁଷିଆ : ରୁଷିଆରେ ପୁଣି ବଡ଼ ଧରଣର ଭୂମିକମ୍ପ । ସୁନାମୀ ୱାର୍ଣ୍ଣିଂ ଜାରି । କାମଚଟକାର ପୂର୍ବ ଉପକୂଳରେ ବଡ଼ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନସ ପକ୍ଷରୁ ଭୂମିକମ୍ପ ନେଇ ସୂଚନା ଦିଆଯାଇଛି ।

    କାମଚକଟା ଦ୍ବୀପରେ ମାସେ ପୂର୍ବରୁ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ୮.୮ ଥିଲା । ଏବେ ପୁଣି କାମଚଟକାର ପୂର୍ବ ଉପକୂଳରେ ବଡ଼ ଭୂକମ୍ପ ଅନୁଭୂତ ହୋଇଛି । ଏଥିଯୋଗୁ ସୁନାମୀ ଚେତାବନୀ ଦିଆଯାଇଛି । ତେବେ ଭୂକମ୍ପ କ୍ଷୟକ୍ଷତି ସଂପର୍କରେ ଜଣାପଡ଼ିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ