Wednesday, March 25, 2026
37 C
Odisha

    ଲଞ୍ଚ ହେଲା ଅକ୍ଷୟଙ୍କ ସ୍କାଏ ଫୋର୍ସ ଟ୍ରେଲର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଅକ୍ଷୟ କୁମାର ଏବଂ ବୀର ପାହାଡିଆଙ୍କ ଫିଲ୍ମ ସ୍କାଇ ଫୋର୍ସର ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲର ଲଞ୍ଚ ହେବାପରେ ଅଭିନେତା ନିଜର କ୍ୟାରିୟର ସମ୍ପର୍କରେ କହିଥିଲେ। ଅକ୍ଷୟ କୁମାର ଏବଂ ବୀର ପାହାଡିଆ ନିଜର ଅପ କମିଙ୍ଗ ଫିଲ୍ମର ଟ୍ରେଲର ଲଞ୍ଚରେ ଅଭିନେତା ଦୁହେଁ ବୁଲେଟରେ ଦମଦାର ଏଣ୍ଟ୍ରି କରିଛନ୍ତି। ବ୍ଲାକ କଲର ସାର୍ଟ ସହ ଗ୍ରେ ବ୍ଲେଜର ପିନ୍ଧି ଥିଲେ ଅକ୍ଷୟ। ଏହା ସହ ବ୍ଲାକ ଜୋତା ସହ ବ୍ଲାକ ଚଷମାରେ ବହୁତ ଭଲ ଦେଖାଯାଉଥିଲେ।ସିଖର ପାହାଡିଆ ମଧ୍ୟ ଇଭେଣ୍ଟରେ ବ୍ଲାକ ଲୁକରେ ଆସିବାକୁ ପସନ୍ଦ କରିଥିଲେ। ବ୍ଲାକ ସୁଟ ପିନ୍ଧିବା ସହ ବ୍ଲାକ କଲର ପାୱର ଗ୍ଲାସ ପିନ୍ଧି ସେ ଖୁବ ଖାସ ଦେଖାଯାଉଥିଲେ।ଏହି ଇଭେଣ୍ଟ ଅବସରରେ ଅକ୍ଷୟ କୁମାର ଆଗକୁ ଆସୁଥିବା ନିଜ ଫିଲ୍ମ ସମ୍ପର୍କରେ ସମସ୍ତଙ୍କୁ ଜଣାଇ ଦେଇଥିଲେ। ସେ ଏହି ଫିଲ୍ମରେ ଅମର କୌଶିକଙ୍କ ହରର କମେଡି ସ୍ତ୍ରୀ ଥ୍ରୀରେ ସେ ଏଣ୍ଟ୍ରି କରିଥିଲେ। ଅକ୍ଷୟ କଣ ଦିନେଶ ବିଜାନଙ୍କ ହରର କମେଡି ୟୁନିଭର୍ସରେ ଏକ ଅଂଶ ହେବେକି ବୋଲି ତାଙ୍କୁ ପ୍ରଶ୍ନ ପଚାରାଯାଇଥିଲା ଅକ୍ଷୟ କହିଛନ୍ତି ମୁଁ କଣ କହିପାରିବି ..ଦିନେଶ ଏବଂ ଜ୍ୟୋତିଙ୍କୁ ଏହି ବିଷୟରେ ସ୍ଥିର କରିବାକୁ ପଡିବ ଯେହତୁ ସେମାନେ ଏହି ଫିଲ୍ମ ପାଇଁ ଟଙ୍କା ଲଗାଇବାକୁ ଯାଉଛନ୍ତି।

    ଅମର କୌଶିକ ଏହା କରିବାକୁ ଯାଉଛନ୍ତି। ଏହାପରେ ଦିନେଶ ଭିଜାନ ଏଥିରେ ନିଜର ମୋହର ଲଗାଇ କହିଥିଲେ ଏହା ୟୁନିଭରର୍ସର ଏକ ଅଂଶ ଅଟେ। ଅକ୍ଷୟ କୁମାର ଏହି ସମୟରେ କହିଥିଲେ ୨୦୨୫ ରେ ତାଙ୍କର ୩ ଟି ଫିଲ୍ମ ପରଦାରେ ଆସିବାକୁ ଯାଉଛି। ସେଥିମଧ୍ୟରେ ସ୍କାଇ ଫୋର୍ସ, ଜଲି ଏଲ ଏଲ ବି ୩,ଏବଂ ହାଉସଫୁଲ ୫ ଏହି ବର୍ଷ ରିଲିଜ ହେବାକୁ ଯାଉଛି।ସ୍କାଇ ଫୋର୍ସର କଥା କହିବା ତାହେଲେ ଅକ୍ଷୟ କୁମାର ୱିଣ୍ଡ କମାଣ୍ଡର ଆହୁଜାଙ୍କ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି। ସେ ବୀର ପାହାଡିଆ ଟି ବିଜୟ ଭୂମିକାରେ ନଜର ଆସିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ