Thursday, September 19, 2024
25.2 C
Odisha

    ଶସ୍ତା ହେଲା 5G ଫୋନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ବର୍ତ୍ତମାନ ସମୟରେ ଅନଲିମିଟେଟ୍ ୫ଜି ଇଣ୍ଟରନେଟ୍ ସେବା ପ୍ରଦାନ କରୁଛନ୍ତି । ତେଣୁ ଏପରି ସ୍ଥିତିରେ ୫ଜି ଫୋନ୍ ବ୍ୟବହାର କରିବା ଗ୍ରାହକଙ୍କ ପାଇଁ ଜରୁରୀ ହୋଇ ପଡ଼ିଛି । ୫ଜି ଫୋନରେ ଗ୍ରାହକମାନେ ଅଧିକ ସୁବିଧା ପାଇପାରିବେ । ତେବେ ଆପଣମାନେ ଯଦି ଶସ୍ତାରେ ୫ଜି ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଏନେଇ ଆସିଛି ଏକ ବଡ ଅଫର ।ଖବର ମୁତାବକ, ଫ୍ଲିପକର୍ଟ ସେଲ ଭାରତରେ ଏକ ପପୁଲାର ଇ-କମର୍ସ ପ୍ଲାଟଫର୍ମ ହୋଇଥିବା ବେଳେ ଏହି ପ୍ଲାଟଫର୍ମରେ ନିକଟରେ ସେଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ସେଲ ଅଗଷ୍ଟ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ଲାଟଫର୍ମରୁ ଗ୍ରାହକମାନେ ମୋବାଇଲ ଠାରୁ ଆରମ୍ଭ କରି ଅନେକ ଘରୋଇ ଆଇଟମ୍ କ୍ରୟରେ ବମ୍ଫର ରିହାତି ପାଇପାରିବେ । ଫ୍ଲିପକର୍ଟର ଏହି ସେଲରେ ଭିଭୋର ହ୍ୟାଣ୍ଡସେଟ ଶସ୍ତାରେ ମିଳୁଛି । ଏହି ସେଲରେ ଭିଭୋ ଟି୨ ପ୍ରୋ ୫ଜିକୁ ଡିସକାଉଟ ସହିତ ଲିଷ୍ଟେଡ୍ କରାଯାଇଛି ।ଭିଭୋ ଟି୨ ପ୍ରୋ ୫ଜିର ଓରିଜିନାଲ ମୂଲ୍ୟ ୨୩,୯୯୯ ଟଙ୍କା ରହିଛି । ସେଥିରେ ୮ଜି ରାମ ଓ ୨୫୬ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ରହିଛି । ତେବେ ବର୍ତ୍ତମାନ ଏହି ହ୍ୟାଣ୍ଡସେଟ୍ ମାତ୍ର ୨୦,୯୯୯ ଟଙ୍କାରେ କିଣିବାର ସୁଯୋଗ ମିଳୁଛି । ଏହି ଫୋନରେ ୬.୭୮ ଇଞ୍ଚର ଡିସପ୍ଲେ ଦିଆଯାଇଛି । ଶସ୍ତାରେ ୫ଜି ଫୋନ୍ କିଣିବାକୁ ଇଚ୍ଛୁକ ଥିବା ଗ୍ରାହକମାନେ ଆସନ୍ତାକାଲି ପରେ ଆଉ ଏହି ସୁଯୋଗ ପାଇବେ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ