Friday, April 3, 2026
33.6 C
Odisha

    ଶ୍ରୀଜଗନ୍ନାଥ ବିମାନବନ୍ଦର : ଜମି ଅଧିଗ୍ରହଣ ପାଇଁ ଏପ୍ରିଲ ୯ ଓ ୧୧ରେ ଜନଶୁଣାଣି

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଜମି ଅଧିଗ୍ରହଣ ପାଇଁ ଏପ୍ରିଲ ୯ ଓ ୧୧ ତାରିଖରେ ଜନଶୁଣାଣି ହେବାର କାର୍ଯ୍ୟକ୍ରମ ରହିଛି । ସିପସରୁବାଲି ମୌଜା ପାଇଁ ଆସନ୍ତା ୯ ତାରିଖ ଦିନ ୧୧ଟାରେ ଶୁଣାଣି ହେବାକୁ ଥିବାବେଳେ ୧୧ ତାରିଖରେ ଦିନ ୧୨ଟାରେ ଷଣ୍ଢପୁର, ଗୋରୁଆଳ ମଙ୍ଗଳା ମଣ୍ଡପ ପାଖରେ ଶୁଣାଣି ହେବ । ସୂଚନାଯୋଗ୍ୟ ୧୧୬୪ ଏକର ଜମିରେ ଗ୍ରୀନଫିଲ୍ଡ ଏୟାରପୋର୍ଟ ପ୍ରତିଷ୍ଠା କରାଯିବ । ପ୍ରଭାବିତ ପରିବାର ପାଇଁ ପୁନର୍ବାସ ପ୍ୟାକେଜରେ ଆର୍ଥିକ ସହାୟତା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ