Friday, April 3, 2026
39.1 C
Odisha

    ସଂସଦ ସୁରକ୍ଷାରେ ତ୍ରୁଟି, ଗଛରେ ଚଢି ପାଚେରୀ ଡେଇଁ ପଶିବାକୁ ଯୁବକଙ୍କ ଉଦ୍ୟମ

    ଆଗକୁ ପଢନ୍ତୁ

     

    ଖବର ମୁତାବକ, ଆଜି ସକାଳ ପ୍ରାୟ ସାଢେ ୬ଟା ବେଳେ ପ୍ରଥମେ ଗଛରେ ଚଢି ପାଚେରୀ ଉପରକୁ ଚଢିଯାଇଥିଲା, ତାପରେ ଭିତରକୁ ପଶି ଗରୁଡ଼ ଫାଟକ ପର୍ଯ୍ୟନ୍ତ ପଳାଇଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଧରିପକାଇଥିଲେ । ତେବେ କେଉଁ ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଜଣକ ସଂସଦ ଭିତରକୁ ପଶିଥିଲା, ତାର କାରଣ ଜଣାପଡିନାହିଁ । ତେବେ ଯୁବକଙ୍କୁ ଧରିବା ପରେ ସିଆଇଏସଏଫ ଯବାନ ସଂସଦମାର୍ଗ ପୋଲିସ ଷ୍ଟେସନରେ ହସ୍ତାନ୍ତର କରିଥିଲେ । ମୌସୁମୀ ଅଧିବେଶନ ସରିବାର ଦିନକ ପରେ ଏହି ଘଟଣା ଘଟିଛି । ଗତବର୍ଷ ମଧ୍ୟ ସମାନ ଘଟଣା ଘଟିଥିଲା । ଜଣେ ଯୁବକ ପାଚେରୀ ଡେଇଁ ସଂସଦ ଭବନ ଭିତରକୁ ପ୍ରବେଶ କରିଥିଲା ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ