Tuesday, May 21, 2024
40.3 C
Odisha

    ସକାଳୁ ଖାଲି ପେଟରେ ପିଜୁଳି ପତ୍ର ଖାଇଲେ ମୂଳରୁ ଶେଷ ହୋଇଯିବ ଏହି ୭ଟି ରୋଗ

    ଆଗକୁ ପଢନ୍ତୁ

    ପିଜୁଳିର କେବଳ ଗୋଟିଏ ପତ୍ର ୧୫ ରୁ ଅଧିକ ରୋଗ ଭଲ କରିଥାଏ । ଯେଉଁଥିରେ ଦାନ୍ତରେ କଷ୍ଟ, ଗଳାରେ କଷ୍ଟ, ମାଢୀରେ କଷ୍ଟ, ବ୍ରଣ ଓ ଡାଇବେଟିସ ଭଳି ବହୁତ ରୋଗରୁ ଏହି ପତ୍ର ଆମକୁ ବଞ୍ଚାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କିପରି ପିଜୁଳି ସହ ତା ପତ୍ର ବି ଆମ ପାଇଁ ଲାଭଦାୟକ । ଯେଉଁଲୋକଙ୍କୁ ବହୁତ ଦିନରୁ ଗଣ୍ଠି ବିନ୍ଧା ହେଉଛି ସେହି ଲୋକମାନଙ୍କ ପାଇଁ ଏହି ପତ୍ର ବହୁତ ଲାଭଦାୟକ ଅଟେ । ଏଥିପାଇଁ ଆପଣ ପିଜୁଳି ପତ୍ରକୁ କୁଟି ତାହାକୁ ଗରମ କରି ଗଣ୍ଠି ବିନ୍ଧୁଥିବା ସ୍ଥାନରେ ଲଗାନ୍ତୁ । ଏହା ଦ୍ଵାରା ଆରାମ ମିଳିଥାଏ ଓ ଆପଣଙ୍କ କଷ୍ଟ ମଧ୍ୟ ଦୂର ହୋଇଥାଏ । ପିଜୁଳି ପତ୍ରର ସେବନ ପିଲା ଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ କରି ପାରିବେ । ଏହା ଦ୍ଵାରା ପେଟ ରୋଗ ମଧ୍ୟ ଦୂର ହୋଇଥାଏ । ଯେଉଁ ଲୋକମାନଙ୍କୁ ଡାଇରିଆ ସମସ୍ୟା ଅଛି ସେହି ଲୋକମାନଙ୍କ ପାଇଁ ପିଜୁଳି ପତ୍ର ବହୁତ ଲାଭଦାୟକ ଅଟେ । ଏଥିପାଇଁ ପିଜୁଳିର ପତ୍ରକୁ ଏକ କପ ପାଣିରେ ଫୁଟାନ୍ତୁ । ତା ପରେ ସେହି ପାଣିକୁ ଥଣ୍ଡା କରି ଭଲ ଭାବେ ଛାଣି ପିଇ ନିଅନ୍ତୁ । ବହୁତ ଲୋକଙ୍କୁ ସ୍ଵପ୍ନଦୋଷ ଥାଏ । ସେହିପରି ଲୋକଙ୍କୁ ପିଜୁଳି ପତ୍ରର ସେବନ କରିବା ଆବଶ୍ୟକ । ଏଥିପାଇଁ ପିଜୁଳିପତ୍ରର ରସ ବାହାର କରି ସେଥିରେ ମହୁ ମିଶାନ୍ତୁ ଓ ପ୍ରତିଦିନ ନିୟମିତ ରୂପରେ ତାହାର ସେବନ କରନ୍ତୁ । ଏହା ଦ୍ଵାରା ସ୍ଵପ୍ନଦୋଷ ରୋଗରୁ ଆପଣ ବହୁତ ଶୀଘ୍ର ଭଲ ହୋଇଯିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.3 ° C
    40.3 °
    40.3 °
    25 %
    2.7kmh
    0 %
    Tue
    41 °
    Wed
    41 °
    Thu
    41 °
    Fri
    40 °
    Sat
    42 °

    ସମ୍ବନ୍ଧିତ