Tuesday, March 24, 2026
31 C
Odisha

    ସଡ଼କ ଦୁର୍ଘଟଣାରେ ଚାଲିଗଲା ଟେଲିଭିଜନ ଅଭିନେତାଙ୍କ ଜୀବନ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଶୁକ୍ରବାର ଅପରାହ୍ନରେ ମୁମ୍ବାଇର ଜୋଗେଶ୍ୱରୀ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ଟିଭି ଅଭିନେତା ଅମନ ଜୟସୱାଲ (୨୩)ଙ୍କ ମୃତ୍ୟୁ ହୋଇଛି। ଏକ ଟ୍ରକ ତାଙ୍କ ମୋଟରସାଇକେଲକୁ ଧକ୍କା ଦେବାରୁ ଅଭିନେତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।ସେ ଟିଭି ଧାରାବାହିକ “ଧରତୀପୁତ୍ର ନନ୍ଦିନୀ”ରେ ମୁଖ୍ୟ ଭୂମିକା ନିଭାଇ ବେଶ୍‌ ଜଣାଶୁଣା ପାଲଟି ଥିଲେ। ଆମ୍ବୋଲି ପୁଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣା ପରେ ଜୟସୱାଲଙ୍କୁ କାମା ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

    ଟ୍ରକ୍ ଡ୍ରାଇଭରଙ୍କ ବିରୋଧରେ ଦ୍ରୁତଗତି ଏବଂ ଅବହେଳା କରି ଗାଡ଼ି ଚଲାଉଥିବା ପାଇଁ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    33 %
    1.7kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ