Monday, March 30, 2026
36.2 C
Odisha

    ସିଡନୀ ଗ୍ରାଉଣ୍ଡରେ ରୁଟଙ୍କ ରାଜ୍, ଶତକ ହାସଲ କରି ସୃଷ୍ଟି କଲେ ନୂଆ ରେକର୍ଡ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ସିଡନୀ ଗ୍ରାଉଣ୍ଡରେ ରୁଟଙ୍କ ରାଜ୍ ।  ଶତକ ହାସଲ କରି ସୃଷ୍ଟି କଲେ ନୂଆ ରେକର୍ଡ ।  ଟେଷ୍ଟ କ୍ୟାରିୟରର ୪୧ତମ ଟେଷ୍ଟ ଶତକ ହାସଲ କଲେ ଜୋ ରୁଟ୍ ।  ୨୪୨ ବଲରେ ୧୬୦ ରନ୍ କରି ଦମଦାର ଇନିଙ୍ଗସ ଖେଳି ପାଭିଲିୟନ ଫେରଛନ୍ତି ।  ଏହି ରେକର୍ଡ କରି ବର୍ତ୍ତମାନ ରିକି ପଣ୍ଟିଂ ସମକ୍ଷକ ହୋଇଛନ୍ତି ରୁଟ୍ । ଏହା ସହ ଧୀରେ ଧୀରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡର ନିକଟବର୍ତ୍ତୀ ହେଉଛନ୍ତି ।  ଟେଷ୍ଟ କ୍ରିକେଟରେ ୫୧ ତମ ଶତକ କରି ରେକର୍ଡର ଟପରେ ଅଛନ୍ତି ସଚିନ ।  ସବୁଠାରୁ ଅଧିକ ଶତକ କରିଥିବା ବ୍ୟାଟର ହେଉଛନ୍ତି ସଚିନ ।  ଦ୍ବିତୀୟରେ ଜାକ୍ କାଲିସ ଥିବା ବେଳେ ତୃତୀୟ ସ୍ଥାନକୁ ପହଞ୍ଚିଛନ୍ତି ଜୋ ରୁଟ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.2 ° C
    36.2 °
    36.2 °
    23 %
    1.8kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ