Saturday, April 12, 2025
39.8 C
Odisha

    ସୁନା ଚେନ୍ ଝାମ୍ପି ନେଉଥିବା ପ୍ରଖ୍ୟାତ ଲୁଟେରା ପ୍ରଫୁଲ୍ଲ ନାୟକ ସମେତ ୧୫ ଗିରଫ

    ଆଗକୁ ପଢନ୍ତୁ

    ଚେନ୍ ଲୁଟେରା ପ୍ରଫୁଲ୍ଲ ନାୟକ ଗିରଫ । ରାଜଧାନୀରେ ସୁନା ଚେନ୍ ଝାମ୍ପି ନେଉଥିବା ପ୍ରଖ୍ୟାତ ଲୁଟେରା ଅଭିଯୁକ୍ତ ପ୍ରଫୁଲ୍ଲ ନାୟକ ସମେତ ୧୫ ଜଣ ଗିରଫ । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । କଳା ପଲସରରେ ରାଜଧାନୀର ଗଳିକନ୍ଦିରେ ବୁଲି ବୁଲି ଝାମ୍ପି ନେଉଥିଲେ ସୁନା ଚେନ୍ । ପୂର୍ବରୁ ଗ୍ୟାଙ୍ଗର ଅନ୍ୟତମ ସଦସ୍ୟ ଫିରୋଜକୁ ଗିରଫ କରିଥିଲା କମିଶନରେଟ ପୋଲିସ । ଫିରୋଜ ଓ ପ୍ରଫୁଲ୍ଲ ଚେନ ଲୁଟିବା ପରେ ଫେରାର ହେଉଥିବାର ସିସିଟିଭି ଭିଡିଓ ଆମର ହସ୍ତଗତ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଛି, ଦୁଇ ଲୁଟେରା ଚେନ୍ ଝାମ୍ପିବା ପରେ କଳା ପଲସରରେ ଫେରାର ହୋଇଯାଉଛନ୍ତି । ପେସାଦାର ଫିରୋଜ ଗାଡ଼ି ଚଳାଉଥିବା ବେଳେ ପଛରେ ବସିଛି ଗ୍ୟାଙ୍ଗର ମୁଖ୍ୟ ସହଯୋଗୀ ପ୍ରଫୁଲ୍ଲ । ସିସିଟିଭି ଦେଖି ମୁଁହ ଲୁଚେଇ ଲୁଚେଇ ଖସି ଯିବାକୁ ଉଦ୍ୟମ ଚଳାଇଛନ୍ତି । ଶେଷରେ ଅଭିଯୁକ୍ତକୁ ଗିରଫ କରିଛି କମିସନରେଟ ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.8 ° C
    39.8 °
    39.8 °
    11 %
    4kmh
    34 %
    Sat
    39 °
    Sun
    41 °
    Mon
    40 °
    Tue
    38 °
    Wed
    37 °

    ସମ୍ବନ୍ଧିତ