Sunday, January 19, 2025
16.3 C
Odisha

    ସେଇଟା କେଉଁ ଜିନିଷ ଯାହାର ନାମ ନେଲେ ସେ ଭାଙ୍ଗି ଯାଏ ?

    ଆଗକୁ ପଢନ୍ତୁ

    ସବୁ ପରୀକ୍ଷା ମଧ୍ୟରୁ IAS କୁ ସବୁଠୁ କଠିନ । ଏହାର ଖାସ କାରଣ ଏହି ପାଠରେ ମହାରଥୀ ହେଇକି ଏହାକୁ ହାସିଲ କରିବା । ଯଦି ଆପଣ ଏହାର ଲିଖିତ ପରୀକ୍ଷାରେ ପାସ ହେଇଗଲେ ତେବେ ଲିଖିତ
    ଠାରୁ କଠିନ ଏହାର ଇଣ୍ଟରଭିୟୁ ଅଟେ ଯେଉଁଠି ଆପଣଙ୍କ ବ୍ରେନର ପରୀକ୍ଷା କରାଯାଇଥାଏ । ଏହି ଇଣ୍ଟରଭିୟୁରେ ଏମିତି ପ୍ରଶ୍ନ ପଚାରାଯାଏ ଯାହାର ଜବାବ ଆପଣଙ୍କୁ ବହୁତ ଜଲଦି ଏବଂ ଠିକ ଦେବାର ଅଛି ।

    IAS ଇଣ୍ଟରଭିଉରେ ପଚରା ଯାଉଥିବା ପ୍ରଶ୍ନ ଏତେ ମଜା ଲାଗିଥାଏ କି ଯାହାର ଉତ୍ତର ଜାଣିବାକୁ ବହୁତ ଇଚ୍ଛା ହୁଏ ଏବଂ ତାହା ଆମର ନଲେଜ ବଢେଇଥାଏ ।

    କିଛି ଆମର ଲଜିକ ତଥା ଭାବିବାର କ୍ଷମତା ବଢେଇ ଦେଇଥାଏ, ଗୋଟେ ପ୍ରଶ୍ନ ଏମିତି ବି ପଚରା ଯାଇଛି କି, ସେଇଟା କେଉଁ ଜିନିଷ ଯାହା ନାମ ନେଲେ ସେଇଟା ଭାଙ୍ଗି ଯାଏ । ଆମେ ଆଜି ଆପଣଙ୍କ ପାଇଁ ଏମିତି କିଛି IASରେ ପଚରା ଯାଇଥିବା ପ୍ରଶ୍ନ ଆଣିବୁ ଯାହା ଆପଣଙ୍କୁ ପସନ୍ଦ ଆସିବ ।

    ପ୍ରଶ୍ନ- ଭାରତର ସମ୍ବିଧାନ କେବେ ଲାଗୁ ହେଇଥିଲା?

    ଉତ୍ତର- ଭାରତର ସମ୍ବିଧାନ ୨୬ ଜାନୁୟାରୀ ୧୯୫୦ରେ ଲାଗୁ ହେଇଥିଲା ଯାହାକୁ ଆମେ ଗଣତନ୍ତ୍ର ଦିବସ ଭାବେ କହୁ ।

    ପ୍ରଶ୍ନ- ବିହାରର ପ୍ରଥମ ମୁସଲିମ ମୁଖ୍ୟମନ୍ତ୍ରୀଙ୍କ ନାମ କଣ ?

    ଉତ୍ତର- ଅବଦୁଲ ଗଫୁର ଖାନ ବିହାର ରାଜ୍ୟର ପ୍ରଥମ ମୁସଲିମ ମୁଖ୍ୟମନ୍ତ୍ରୀ ।

    ପ୍ରଶ୍ନ- କାହାର ଜନ୍ମଦିନକୁ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଦିବସ ଭାବେ ପାଳନ କରାଯାଏ ?

    ଉତ୍ତର- ମହାତ୍ମା ଗାନ୍ଧୀଜୀଙ୍କ ଜନ୍ମଦିନକୁ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଦିବସ ଭାବେ ପାଳନ କରାଯାଏ ।

    ପ୍ରଶ୍ନ- କେଉଁ ମଳଭୂମିକୁ ଏସିଆର ଛାତ କୁହନ୍ତି ?

    ଉତ୍ତର- ପାମିର ମଳଭୂମିକୁ ଏସିଆର ଛାତ କୁହନ୍ତି ।

    ପ୍ରଶ୍ନ- କେଉଁ ଗୱର୍ନର ଜନରଲ ‘ଇନାମ କମୀଶନ’ ର ସ୍ଥାପନା କରିଥଲେ ?

    ଉତ୍ତର- ଲର୍ଡ ଡଲହୌଜୀ ।

    ପ୍ରଶ୍ନ- କଣ କରିବେ ଆପଣ ଯଦି କୌଣସି ସକାଳୁ ଉଠି ଦେଖିବେ କି ଆପଣ ପ୍ରେଗେଣ୍ଟ ଅଛନ୍ତି ?

    ଉତ୍ତର- ମୁଁ ବହୁତ ଖୁସି ହେବି ଏବଂ ଏହି କଥା ମୁଁ ଖୁସିରେ ମୋ ନିଜ ସ୍ଵାମୀଙ୍କୁ କହିବି ।

    ପ୍ରଶ୍ନ- କୌଣସି ବ୍ୟକ୍ତି ୮ ଦିନ ବିନା ସୋଇକି କେମିତି ରହିପାରିବେ ?

    ଉତ୍ତର- ସେହି ବ୍ୟକ୍ତି ରାତିରେ ସୋଇପାରିବେ ।

    ପ୍ରଶ୍ନ- ଯଦି ୮ ଜଣ ବ୍ୟକ୍ତି ଗୋଟେ ଦିବାରକୁ ବନେଇବା ପାଇଁ ୧୦ ଘଣ୍ଟା ନିଅନ୍ତି ତେବେ ୪ ଜଣ ବ୍ୟକ୍ତି ସେହି ଦିବାରକୁ ବନେଇବା ପାଇଁ କେତେ ସମୟ ଲାଗିବ ।

    ଉତ୍ତର- କୌଣସି ସମୟ ଲାଗିବା ହିଁ ନାହିଁ, କାରଣ ତାହା ଆଗରୁ ବନା ସାରିଥିବ ।

    ପ୍ରଶ୍ନ- ଏହା କେଉଁ ଜିନିଷ ଅଟେ ଯାହାର ନାମ ନେଲେ ଏହା ଭାଙ୍ଗି ଯାଏ ?

    ଉତ୍ତର- ନୀରବତା (Silence) ହିଁ ଏକ ଏଭଳି ଜିନିଷ ଯାହାର ନାମ ନେଲେ ଏହା ଭାଙ୍ଗି ଯାଏ ।

    ପ୍ରଶ୍ନ- ଯଦି ଆପଣଙ୍କ ଗୋଟେ ହାତରେ ୩ଟି ଶେଉ ଓ ୪ ଟି କମଳା ଅଛି ଅନ୍ୟ ହାତରେ ୩ଟି କମଳା ଓ ୪ଟି ଶେଉ ଅଛି ତେବେ ଆପଣ କଣ ନେବାକୁ ଚାହିଁବେ ?

    ଉତ୍ତର- ବଡ ହାତ , କାରଣ ମୁଁ ସବୁ ଶେଉ ଓ କମଳା ନେଇପାରିବି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    46 %
    1.8kmh
    0 %
    Sat
    16 °
    Sun
    29 °
    Mon
    31 °
    Tue
    33 °
    Wed
    34 °

    ସମ୍ବନ୍ଧିତ