Friday, July 10, 2026
27.1 C
Odisha

    ସ୍କୁଲଗାଡ଼ିରୁ ଖସି ପଞ୍ଚମ ଶ୍ରେଣୀ ଛାତ୍ର ଗୁରୁତର

    ଆଗକୁ ପଢନ୍ତୁ

    ବାସୁଦେବପୁର : ଚଳନ୍ତା ସ୍କୁଲଗାଡ଼ିରୁ ଖସି ଛାତ୍ର ଗୁରୁତର । ଗୁରୁତର ଛାତ୍ର ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ।
    କଷିଆ ଥାନା ଅଧିନ ସାନକୄଷ୍ନପୁରରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ପଞ୍ଚମ ଶ୍ରେଣୀ ଛାତ୍ର ଜ୍ୟୋତିରଞ୍ଜନ ଦାସ ଶିକ୍ଷାନୁଷ୍ଠାନ ଗାଡିରେ ଯାଉଥିବା ସମୟରେ ଡୋର ଖୋଲିଯିବା କାରଣରୁ ତଳେ ପଡିଯାଇଥିଲେ । ପରେ ଶିକ୍ଷାନୁଷ୍ଠାନ ପକ୍ଷରୁ ଚିକିତ୍ସା ପାଇଁ ନିଆଯିବା ସହିତ ଗୁରୁତର ଛାତ୍ରଙ୍କ ପରିବାକୁ ଖବର ଦିଆଯାଇଥିଲା । ଶିକ୍ଷାନୁଷ୍ଠାନକୁ ସଂଯୋଗ କରୁଥିବା ରାସ୍ତାରେ ବେଆଇନ ଭାବେ ନିର୍ମିତ ହମ୍ପସ ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଥିବା କାରଣରୁ ଜନ ଅସନ୍ତୋଷ ବୄଦ୍ଧି ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.1 ° C
    27.1 °
    27.1 °
    80 %
    2.1kmh
    100 %
    Fri
    31 °
    Sat
    28 °
    Sun
    24 °
    Mon
    27 °
    Tue
    26 °

    ସମ୍ବନ୍ଧିତ