Friday, April 3, 2026
39 C
Odisha

    ସ୍ତ୍ରୀକୁ ମାରିବା ପରେ ନିଜେ ବି ଜୀବନ ହାରିଲା ନିଶାସକ୍ତ ସ୍ୱାମୀ

    ଆଗକୁ ପଢନ୍ତୁ

    ପଦ୍ମପୁର: ରଜରେ ଅଘଟଣ । ପାରିବାରିକ କଳହ ନେଲା ଜୀବନ । ସ୍ତ୍ରୀକୁ ହାଣିବା ପରେ ଜୀବନ ହାରିଲା ସ୍ୱାମୀ । ମୃତକ ଜଣକ ଶ୍ୟାମ ଭୋଇ । ପଦ୍ମପୁର ଉପଖଣ୍ଡ ଭେଉଁରିଆ ଗାଁରେ ନିଶାସକ୍ତ ସ୍ୱାମୀର ଉନ୍ମତ୍ତକାଣ୍ଡ । ଗତକାଲି ଶ୍ୟାମ ଭୋଇ ଏବଂ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟି ତୁଣ୍ଡ ହୋଇଥିଲା । ଉଗ୍ର ରୂପ ନେଇଥିଲା କଳହ ।

    ପରେ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ କୁରାଢ଼ୀରେ ଆକ୍ରମଣ କରିଥିଲା ସ୍ୱାମୀ ଶ୍ୟାମ । ଗୁରୁତର ଅବସ୍ଥାରେ ଘର ଲୋକ ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ସେପଟେ ସ୍ତ୍ରୀର ଚିକିତ୍ସା ଚାଲିଥିବାବେଳେ ଏପଟେ ଘରେ ଜୀବନ ହାରିଥିଲା ଶ୍ୟାମ ଭୋଇ । ପଦ୍ମପୁର ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ