Friday, December 12, 2025
15.9 C
Odisha

    ହାବିଲଦାରଙ୍କ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    କଟକ:କଟକ OMP ବାରାକରେ ଜଣେ ହାବିଲଦାରଙ୍କ ମୃତଦେହ ଠାବ ହୋଇଛି। ୬ ନମ୍ବର ବାଟାଲିଅନର ବାରାକରେ ଝୁଲନ୍ତା ମୃତଦେହ ଠାବ। ମୃତ ହାବିଲଦାରଙ୍କ ନାଁ ତ୍ରିଲୋଚନ ସେଠୀ ବୋଲି ଜଣାପଡ଼ିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହାବିଲଦାର ତ୍ରିଲୋଚନ ଘରକୁ ନ ଯାଇ ୨ଦିନ ହେଲା ବାରାକରେ ରହୁଥିଲେ। ସ୍ଥାନୀୟ ନୂଆବଜାର ଅଞ୍ଚଳରେ ତାଙ୍କ ପରିବାର ରହୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.9 ° C
    15.9 °
    15.9 °
    46 %
    1.7kmh
    0 %
    Fri
    16 °
    Sat
    27 °
    Sun
    27 °
    Mon
    28 °
    Tue
    28 °

    ସମ୍ବନ୍ଧିତ