Wednesday, April 1, 2026
27.7 C
Odisha

    ହୁ ହୁ ହୋଇ ଜଳିଗଲା ୧୬ ଚକିଆ ଟ୍ରକ

    ଆଗକୁ ପଢନ୍ତୁ

    ଘଟଗାଁ: ହୁ ହୁ ହୋଇ ଜଳିଗଲା ୧୬ ଚକିଆ ଟ୍ରକ । ଜାତୀୟ ରାଜପଥ ଉପରେ ଲୁହାପଥର ବୋଝେଇ ୧୬ ଚକିଆ ଟ୍ରକ ଜଳି ପାଉଁଶ । କଳିଙ୍ଗ ନଗର ଟାଟା ଷ୍ଟିଲକୁ ଯାଉଥିବା ବେଳେ ଘଟଗାଁ ଠାରୁ ୨ କିଲୋମିଟର ଦୂର ବାଲିଯୋଡ଼ି ନିକଟରେ ହଠାତ ଟ୍ରକରେ ନିଆଁ ଲାଗିଯାଇଥିଲା ।

    ଡ୍ରାଇଭର ଟ୍ରକ ମିରରରେ ନିଆଁ ଦେଖି ଗାଡ଼ିକୁ ଅଟକାଇଥିଲେ। ରାସ୍ତାକଡ଼ରେ ଗାଡ଼ିକୁ ଅଟକାଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    49 %
    2.3kmh
    1 %
    Wed
    28 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ