Sunday, November 29, 2026
22.5 C
Odisha

    ୟୁଏଇରୁ ଫେରିଲେଣି ୭୦୦୦ ଭାରତୀୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ୟୁଏଇର ବିଭିନ୍ନ ବିମାନବନ୍ଦରରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସରକାର ଉଦ୍ଧାର କରିଛନ୍ତି। ଗତ ତିନିଦିନ ମଧ୍ୟରେ ଆବୁଧାବି, ଦୁବାଇ, ସାରଜା ଭଳି ବିମାନବନ୍ଦରରୁ ୭୦୦୦ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଗଲାଣି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଭାରତୀୟଙ୍କୁ ଏଠାରୁ ଉଦ୍ଧାର କରାଯିବ ବୋଲି ୟୁଏଇସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ କହିଛନ୍ତି। ସ୍ବଦେଶ ଫେରିବାକୁ ଚାହୁଁଥିବା ଭାରତୀୟ ନାଗରିକମାନେ ବିମାନ କମ୍ପାନୀ କିମ୍ବା ସେମାନଙ୍କ ଏଜେଣ୍ଟଙ୍କ ଦ୍ବାରା ବିମାନ ବୁକିଂ କରିପାରିବେ। ବିମାନ କମ୍ପାନୀଗୁଡିକ ଧୀରେ ଧୀରେ ବିମାନ ଚଳାଚଳକୁ ସ୍ବାଭାବିକ କରିବାରେ ଲାଗିଛନ୍ତି। ଏଥିପାଇଁ ବାୟୁସୀମା ସୁରକ୍ଷା ଓ ଅପରେସନାଲ କ୍ଲିୟରାନ୍ସକୁ ଗୁରୁତ୍ବ ଦିଆଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    72 %
    1.6kmh
    5 %
    Sun
    20 °
    Mon
    26 °
    Tue
    27 °
    Wed
    27 °
    Thu
    26 °

    ସମ୍ବନ୍ଧିତ