Wednesday, March 18, 2026
23.6 C
Odisha

    ୨୮ରେ ସମ୍ବଲପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

    ଆଗକୁ ପଢନ୍ତୁ

    ୨୮ରେ ସମ୍ବଲପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗସ୍ତ ବେଳେ ଛବିଲ ସାଏଙ୍କୁ ନେଇ ଏକ ପୁସ୍ତକ ଉନ୍ମୋଚନ କରିବା ସହ ଅନେକ ବିକାଶ ମୂଳକ କାର୍ଯ୍ଯର ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ୩୦ ଡିସେମ୍ବରରେ କୁଦୋପାଲିରେ ୫୬ଜଣ ସହିଦ ଓ ୪ ଜଣଙ୍କୁ ଫାଶୀ ଦେଇଥିଲେ ଇଂରେଜ ସରକାର l ଯାହା ଜାଲିଆନାଓ୍ବାଲାବାଗ ଘଟଣାକୁ ଦୋହରାଇଥିଲା। ଏହି ଘଟଣାକୁ ନ୍ଯାସନାଲ ବୁକ ଟ୍ରଷ୍ଟରେ ଲିପିବଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.6 ° C
    23.6 °
    23.6 °
    50 %
    2.1kmh
    72 %
    Tue
    25 °
    Wed
    35 °
    Thu
    35 °
    Fri
    36 °
    Sat
    34 °

    ସମ୍ବନ୍ଧିତ