Tuesday, March 17, 2026
22.9 C
Odisha

    ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର

    ଆଗକୁ ପଢନ୍ତୁ

    ରାଉଲକେଲା   :   ରାଉଲକେଲାରେ ଚ୍ୟାଞ୍ଚଲ ସୃଷ୍ଟି କରିଥିବା କୁଖ୍ୟାତ ଡ଼କାୟତ ଗ୍ୟାଙ୍କକୁ ଧରିବାକୁ ସକ୍ଷମ ହୋଇଛି ପୁଲିସ । ରାଉରକେଲା ଲାଠିକଟା ନିକଟରେ ଭୋର ୫.୩୦ ମିନିଟ୍‌ରେ ୩ଜଣ ଅପରାଧୀଙ୍କୁ ଏନକାଉଣ୍ଟର୍ କରିଥିଲା ପୁଲିସ। ସୁନ୍ଦରଗଡ଼ ଜିଲାର ବିଭିନ୍ନ ଡ଼କାୟତି ଘଟଣାରେ ସଂପୃକ୍ତ ଥିବା ଜଣ ଅପରାଧୀଙ୍କୁ ଗିରଫ କରିଛି ପୁଲିସ । ଏହି ଅପରାଧୀମାନଙ୍କୁ ଧରିବା ବେଳେ ପୁଲିସ ଟିମ୍ କୁ ଚକମା ଦେବା ସମୟରେ ୩ଜଣକୁ ଏନକାଉଣ୍ଟର କରିବା ସହ ୫ ଜଣକୁ ଧରିବାରେ ସକ୍ଷମ ହୋଇଛି ରାଉରକେଲା ପୁଲିସ ।

    ସୂଚନା ଅନୁସାରେ ପୁଲିସ ଅପରାଧୀଙ୍କ ପିଛା କରୁଥିବା ଦେଖି ପୁଲିସ ଉପରକୁ ଡ଼କାୟତି ମାନେ ଗୁଳି ଚାଳନା କରିଥିଲେ । ଫଳରେ ପୁଲିସର ପାଲଟା ଆକ୍ରମଣରେ ଡ଼କାୟତି ମାନେ ଧରାପଡିଛନ୍ତି । ଏନକାଉଣ୍ଟରରେ ଆହତ ହୋଇଥିବା ତିନି ଜଣ ଅପରାଧୀ ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏହି ଡ଼କାୟତି ମାନେ କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳରେ ଲୁଟ୍ ଘଟଣାରେ ସଂପୁକ୍ତି ରେ ଥିଲେ । ଘଟଣାସ୍ଥଳରେ ଡ଼କାୟତି ମାନଙ୍କ ପାଖରୁ ୩ଟି ପିସ୍ତଲ ଓ ଗୋଟିଏ ବାଇକ୍ ଜବତ କରିଛି ପୁଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    64 %
    3.3kmh
    85 %
    Tue
    24 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ