Monday, October 19, 2026
21.9 C
Odisha

    ୮୮ଲିଟର ମଦ ଜବତ , ବେପାରୀ ଗିରଫ

    ଆଗକୁ ପଢନ୍ତୁ

    ଭଦ୍ରକ    :   ଭଦ୍ରକ ଆରଡି ଫାଣ୍ଡି ଅଧିନସ୍ଥ ପହଣା ବସଷ୍ଟାଣ୍ଡ ନିକଟରେ ଅଭାବନୀୟ ଘଟଣା ଘଟିଛି। ୮୮ ଲିଟର ମଦ ଜବତ ହୋଇଥିବାବେଳେ ଜଣେ ଗିରଫ ହୋଇଛନ୍ତି।

    ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ଦେବେନ୍ଦ୍ର ଦାସ ନାମକ ବ୍ୟକ୍ତି ଚୋରାରେ ମଦ ବେପାର କରି ଆସୁଥିଲା। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆରଡି ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ ଓ ତାଙ୍କର ସହଯୋଗୀଙ୍କୁ ନେଇ ଅଚାନକ ଚଢ଼ାଉ କରି ୮୮.୮ଲିଟର ମଦ ଜବତ କରିବା ସହ ଦେବେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ