Thursday, November 13, 2025
25.2 C
Odisha

    କଣ୍ଟେନରକୁ ଧକ୍କା ଦେଲା ପୋଲିସ ଭ୍ୟାନ୍

    ଆଗକୁ ପଢନ୍ତୁ

    ବାରିପଦା: ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ପୁଣି ଦୁର୍ଘଟଣା । କଣ୍ଟେନରକୁ ଧକ୍କା ଦେଲା ପୋଲିସ ଭ୍ୟାନ୍ । ଯେଉଁଥିରେ ଜଣେ ଗୁରୁତର ହୋଇଥିବାବେଳେ ୧୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ୪୯ ନମ୍ବର ଜାତୀୟ ରାଜପଥରେ ବିଶୋଇ ପଟୁ ବାଙ୍ଗିରିପୋଷି ଅଭିମୁଖେ ଆସୁଥିବା ସମୟରେ ଘାଟିରେ ବ୍ରେକ୍ ଫେଲ ହେଲା ପୋଲିସ ଭ୍ୟାନ୍ ।ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ବାଙ୍ଗିରିପୋଷି ଦମକଳବାହିନୀ ପହଞ୍ଚି ଉଦ୍ଧାର କରାଯାଇ ଆହତଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ଗୁରୁତରଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    37 %
    2.2kmh
    0 %
    Thu
    25 °
    Fri
    25 °
    Sat
    25 °
    Sun
    25 °
    Mon
    26 °

    ସମ୍ବନ୍ଧିତ