Monday, March 23, 2026
32.8 C
Odisha

    ୧୦୬ ସ୍କୁଲକୁ ମିଳିଲା ପଟ୍ଟା । ବିଏମସି ଅଧୀନରେ ଥିବା ସ୍କୁଲକୁ କରାଗଲା ପଟ୍ଟା ବଣ୍ଟନ

    ଆଗକୁ ପଢନ୍ତୁ

    ୧୦୬ ସ୍କୁଲକୁ ମିଳିଲା ପଟ୍ଟା । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ୧୦୬ଟି ସରକାରୀ ସ୍କୁଲକୁ ପ୍ରାଥମିକ ପର୍ଯ୍ୟାୟରେ ପଟ୍ଟା ବଣ୍ଟନ କରାଯାଇଛି । ଦୀଘ ବର୍ଷ ହେବ ଅନେକ ସ୍କୁଲର ନିଜସ୍ୱ ପଟ୍ଟା ନଥିବା ହେତୁ ସେମାନେ ଅଧିକାଂଶ ଅନୁଦାନରୁ ବଞ୍ଚିତ ହେଉଥିଲେ ବୋଲି କହିଛନ୍ତି ଶିକ୍ଷୟିତ୍ରୀ । ଏବେ ପଟ୍ଟା ମିଳିବା ସ୍କୁଲକୁ ତାର ନିଜସ୍ୱ ପରିଚୟ ମିଳିଗଲା ବୋଲି କହିଛନ୍ତି । ଏହି ଅବସରରେ ଭୁବନେଶ୍ୱରର ୩ ବିଧାୟକଙ୍କ ସମେତ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସାମିଲ ହେଇ ସମସ୍ତ ସ୍କୁଲକୁ ତାଙ୍କ ନିଜର ପଟ୍ଟା ହସ୍ତାନ୍ତର କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.8 ° C
    32.8 °
    32.8 °
    18 %
    3.8kmh
    0 %
    Mon
    32 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ