Sunday, July 5, 2026
24.3 C
Odisha

    କୋରାପୁଟରେ କାଳବୈଶାଖୀର ତାଣ୍ଡବ: ୭ମିନିଟ୍‌ରେ ୧୫,୦୦୦ ଥର ବଜ୍ରପାତ

    ଆଗକୁ ପଢନ୍ତୁ

    କୋରାପୁଟ: କୋରାପୁଟରେ ଆଜି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ମାତ୍ର ୭ମିନିଟରେ ୧୫,୦୦୦ ଥର ବଜ୍ରପାତ ହୋଇଛି। ବଜ୍ରପାତ ସମୟରେ କୋରାପୁଟ ଆକାଶରେ ଆଲୋକ ଦେଖାଯାଉଥିଲା। ବଜ୍ରପାତ କାରଣରୁ ଲୋକେ ଭୟଭୀତ ହୋଇଛନ୍ତି।

    ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ କୋରାପୁଟରେ ଅନେକ ସମୟରେ ଆଜିର ଭଳି ବଜ୍ରପାତ ହୋଇଥିଲା। ଏହାକୁ ନେଇ ଲୋକେ ଚିନ୍ତିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    96 %
    2.6kmh
    99 %
    Sat
    24 °
    Sun
    24 °
    Mon
    29 °
    Tue
    31 °
    Wed
    31 °

    ସମ୍ବନ୍ଧିତ