Saturday, July 4, 2026
25.3 C
Odisha

    ଘୋଷଯାତ୍ରାର ଦ୍ୱିତୀୟ ଦିନ: ବଡ଼ଦାଣ୍ଡରେ ଗଡ଼ିଲା ତିନି ଠାକୁରଙ୍କ ରଥ

    ଆଗକୁ ପଢନ୍ତୁ

    ପୁରୀ: ଘୋଷଯାତ୍ରାର ଦ୍ୱିତୀୟ ଦିନରେ ଚତୁର୍ଦ୍ଧା ମୂରତିଙ୍କର ନୀତିକାନ୍ତି ଶେଷ ପରେ ଗଡ଼ିଲାଣି ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ। ପଛେ ପଛେ ଆସୁଛି କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ। ମଝିରେ ଆସୁଛନ୍ତି ମା’ ସୁଭଦ୍ରାଙ୍କ ଦେବଦଳନ ରଥ। ମହାପ୍ରଭୁଙ୍କ ରଥକୁ ଟାଣି ନେଉଛନ୍ତି ଶ୍ୱେତ ଘୋଡ଼ା। ୩ ରଥକୁ ଟାଣି ନେଉଛନ୍ତି ଅସଂଖ୍ୟ ଭକ୍ତ। ଘଣ୍ଟଘଣ୍ଟା ନାଦ ସାଙ୍ଗକୁ ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଚି ବଡ଼ଦାଣ୍ଡ।ବଡ଼ଦାଣ୍ଡ ସତେ ଆଜି ଜନ ସମୁଦ୍ରରେ ପରିଣତ ହୋଇଛି। ସମସ୍ତେ ରଥ ଦୁଇକୁ ଟାଣି ନେବା କ୍ରମରେ ସ୍ୱୟଂଙ୍କୁ ପାଶୋରି ଯାଇଛନ୍ତି। ଘର୍ଘର ଘର୍ଘର ନାଦରେ ଗଡ଼ିଚାଲିଛି ରଥ। ଆଜି ପୁଣି ଏକ ହୋଇଛନ୍ତି ରଥ, ପଥ, ଜଗନ୍ନାଥ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    25.3 ° C
    25.3 °
    25.3 °
    93 %
    2.4kmh
    100 %
    Sat
    25 °
    Sun
    26 °
    Mon
    28 °
    Tue
    31 °
    Wed
    31 °

    ସମ୍ବନ୍ଧିତ