Tuesday, August 12, 2025
26.9 C
Odisha

    ୭୯ ତମ ସ୍ଵାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ? ଆସିଲା ତାଲିକା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସ୍ଵାଧୀନତା ଦିବସକୁ ଆଉ ମାତ୍ର ୨ ଦିନ ବାକି । ୭୯ ତମ ସ୍ଵାଧୀନତା ଦିବସ ପାଳନ କରିବାକୁ ଯାଉଛି ଦେଶ । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ସାରା ଦେଶ । ରାଜ୍ୟସ୍ତରରେ ମଧ୍ୟ ସ୍ଵାଧୀନତା ଦିବସ ପାଳନ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ସ୍ବାଧୀନତା ଦିବସ ଅବସରରେ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ପତାକା ଉତ୍ତୋଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ତେବେ ଚଳିତ ବର୍ଷ ରାଜ୍ୟରେ କିଏ କେଉଁ ସ୍ଥାନରେ ପତାକା ଉତ୍ତୋଳନ କରିବେ ସେନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି ।

    କିଏ କେଉଁଠି କରିବେ ପତାକା ଉତ୍ତୋଳନ

    ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

    କେନ୍ଦୁଝର- ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ

    କଟକ- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ସମ୍ବଲପୁର- ସୁରେଶ ପୂଜାରୀ

    ବଲାଙ୍ଗିର- ରବି ନାଏକ

    କଳାହାଣ୍ଡି- ନିତ୍ୟାନନ୍ଦ ଗଣ୍ଡ

    କନ୍ଧମାଳ- କୃଷ୍ଣଚନ୍ଦ୍ର ପାତ୍ର

    ପୁରୀ- ପୃଥ୍ବୀରାଜ ହରିଚନ୍ଦନ

    ସୁନ୍ଦରଗଡ଼- ମୁକେଶ ମହାଲିଙ୍ଗ

    ଗଜପତି-ବିଭୂତି ଭୂଷଣ ଜେନା

    ଭଦ୍ରକ- କୃଷ୍ଣଚନ୍ଦ୍ର ମହାପାତ୍ର

    ନବରଙ୍ଗପୁର- ଗଣେଶ ରାମ ସିଂଖୁଣ୍ଟିଆ

    ସୁବର୍ଣ୍ଣପୁର- ସୂର୍ଯ୍ୟବଂଶୀ ସୂରଜ

    ଅନୁଗୁଳ- ପ୍ରଦୀପ ବଳସାମନ୍ତ

    ରାୟଗଡ଼ା- ଗୋକୁଳାନନ୍ଦ ମଲ୍ଲିକ୍‌

    ମୟୂରଭଞ୍ଜ- ପତାକା ଉତ୍ତୋଳନ କରିବେ ସମ୍ପଦ ଚନ୍ଦ୍ର ସ୍ବାଇଁ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.9 ° C
    26.9 °
    26.9 °
    81 %
    0.6kmh
    98 %
    Tue
    27 °
    Wed
    30 °
    Thu
    29 °
    Fri
    31 °
    Sat
    29 °

    ସମ୍ବନ୍ଧିତ