Monday, January 26, 2026
24.2 C
Odisha

    ମହାନଦୀରେ ବୁଡି ନିଖୋଜ ହୋଇଥିବା ଯୁବକର ଶବ ଉଦ୍ଧାର

    ଆଗକୁ ପଢନ୍ତୁ

    ମହାନଦୀରେ ବୁଡି ନିଖୋଜ ହୋଇଥିବା ଯୁବକର ଶବ ଉଦ୍ଧାର ହୋଇଛି । ସେ ତୁଳସୀପୁର ନିକଟ ମହାନଦୀରେ ବୁଡି ଯାଇଥିଲେ । ବହୁ ସମୟ ଧରି ଖୋଜା ଖୋଜି କରିବା ପରେ ଯୁବକଜଣଙ୍କ ଉଦ୍ଧାର ହୋଇଥିଲେ । ଉଦ୍ଧାର ଯୁବକଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    33 %
    1.6kmh
    0 %
    Mon
    23 °
    Tue
    31 °
    Wed
    33 °
    Thu
    32 °
    Fri
    33 °

    ସମ୍ବନ୍ଧିତ