Monday, October 12, 2026
22.9 C
Odisha

    ମହାନଦୀରେ ବୁଡି ନିଖୋଜ ହୋଇଥିବା ଯୁବକର ଶବ ଉଦ୍ଧାର

    ଆଗକୁ ପଢନ୍ତୁ

    ମହାନଦୀରେ ବୁଡି ନିଖୋଜ ହୋଇଥିବା ଯୁବକର ଶବ ଉଦ୍ଧାର ହୋଇଛି । ସେ ତୁଳସୀପୁର ନିକଟ ମହାନଦୀରେ ବୁଡି ଯାଇଥିଲେ । ବହୁ ସମୟ ଧରି ଖୋଜା ଖୋଜି କରିବା ପରେ ଯୁବକଜଣଙ୍କ ଉଦ୍ଧାର ହୋଇଥିଲେ । ଉଦ୍ଧାର ଯୁବକଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ