Saturday, July 27, 2024
24.8 C
Odisha

    ସମ୍ବଲପୁର ଲୋକସଭା କ୍ଷେତ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ଜୋରଦାର । ରୋଡ ସୋ କରି ଭୋଟ୍ ମାଗିଲେ ଧର୍ମେନ୍ଦ୍ର

    ଆଗକୁ ପଢନ୍ତୁ

    ପ୍ରଚାର ମଇଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ସମ୍ବଲପୁରର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି କାର୍ଯ୍ୟାଳୟରେ ସାଂଗଠନିକ ବୈଠକରେ ଯୋଗଦେବା ଅବସରରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି । ବୈଠକ ପରେ ବିଜେପି କାର୍ଯ୍ୟାଳୟରୁ ବାହାରି ହଜାର ହଜାର କର୍ମୀଙ୍କ ସହ ବାଇକ୍ ଶୋଭାଯାତ୍ରା କରିଥିଲେ । ରାଲିିି ନଗର ପରିକ୍ରମା ସହ ତିଳେଇବଣି ବ୍ଲକ ବଣିଆକିଲିଣ୍ଡା ପଞ୍ଚାୟତ ନିକ୍ତିମାଲ ଗ୍ରାମରେ ଥିବା ସିଦେ୍ଧଶ୍ୱର ମନ୍ଦିରରେ ପହଞ୍ଚିଥିଲା । କେନ୍ଦ୍ରମନ୍ତ୍ରୀ ତାଙ୍କ ଅଭିଭାଷଣରେ ଦେବଗଡ଼ ଜିଲ୍ଲାବାସୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବା ସହ ଗତଥର ଭଳି ଏଥର ମଧ୍ୟ ଦେବଗଡ଼ ଜିଲ୍ଲାରେ ବିଜେପି ସପକ୍ଷରେ ମତଦାନ ଦେବାକୁ ଆହ୍ୱାନ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ