Sunday, September 20, 2026
24.4 C
Odisha

    ବସ୍‌-ଟ୍ରକ୍‌ ଧକ୍କା: ୧୪ ମୃତ, ୨୭ ଗୁରୁତର

    ଆଗକୁ ପଢନ୍ତୁ

    ଆଜି ସକାଳେ ଆସାମର ଗୋଲାଘାଟ ଜିଲ୍ଲାରେ ଗୋଟାଏ ଯାତ୍ରୀବାହୀ ବସ୍‌ ଗୋଟାଏ ଟ୍ରକ୍‌ ସହିତ ଧକ୍କା ହେବାଦ୍ୱାରା ୧୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୨୭ଜଣ ଆହତ ହୋଇଛନ୍ତି । ବସ୍‌ ରେ ମୋଟ ୪୫ ଜଣ ଯାତ୍ରୀ ଥିଲେ । ପୋଲିସ କହିଛି , ବସ୍‌ରେ ବସିଥିବା ଲୋକମାନେ ଆଠଖେଲିଆରୁ ବାଲିଜାନ ଅଭିମୁଖେ ପିକନିକ ଭୋଜି ପାଇଁ ଯାଉଥିବା ବେଳେ ବାଟରେ ଏକ କୋଇଲା ବୋଝେଇ ଟ୍ରକ୍‌ ସହିତ ବସ୍‌ ଧକ୍କା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    94 %
    1.2kmh
    49 %
    Sun
    24 °
    Mon
    30 °
    Tue
    28 °
    Wed
    29 °
    Thu
    24 °

    ସମ୍ବନ୍ଧିତ