Wednesday, October 23, 2024
21.7 C
Odisha

    ହିଞ୍ଜିଳିରେ ଭୟଙ୍କର ଦୁର୍ଘଟଣା :୨ମୃତ, ୧୫ରୁ ଅଧିକ ଗୁରୁତର

    ଆଗକୁ ପଢନ୍ତୁ

    ଗଞ୍ଜାମ ହିଞ୍ଜିଳିରେ ଭୟଙ୍କର ଦୁର୍ଘଟଣା । ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କାଟାପନ୍ନ ଅଛି । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଦୁଇଟି ପିକଅପ୍ ଭ୍ୟାନରେ ଦଣ୍ଡୁଆମେନେ ବ୍ରହ୍ମପୁରରୁ କ୍ଷେତ୍ରି ବ୍ରହ୍ମପୁର ଯାଉଥିବା ବେଳେ ହିଞ୍ଜିଳୀ ଥାନା ଅନ୍ତର୍ଗତ ସାରୁ ନିକଟରେ ଦୁର୍ଘଟଘା ଘଟିଥିଲା । ଗୋଟିଏ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଥିଲା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ